STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଦୀପ

ଦୀପ

1 min
484


ଆସ ଆମେ ଦୀପ ଜାଳିବାରେ

ଦୀପାବଳି ପର୍ବ ଆଜି ଆସିଛି ରେ ।


ମନ୍ଦିର ରେ ଦୀପ ଜଳାଇ

ମନ ଅନ୍ଧକାର ଦେବା ଦୁରେଇ ।


ଘର କୁ ଦୀପ ରେ ସଜାଇ ଦେବା

ପିତୃ ପୁରୁଷ. ଙ୍କୁ ଦୀପ ଦାନ ଦେବା ।


ଦୀପ ନିଜେ ଅନ୍ଧାରରେ ଥାଇ

ଦୁନିଆ କୁ ଆଲୋକ ଦିଅଇ ।


ଅଯୋଧ୍ୟା ରେ ଦୀପ ଜଳି ଥିଲା

ଯେଉଁ ଦିନ ରାମ ଙ୍କ ପ୍ରତ୍ୟାବର୍ତନ ହେଲା ।


ଆମ ଜୀବନ ଦୁଃଖ କୁ ଦେବା ଦୁରେଇ 

ଆସ ଦେବା ସବୁଠି ଦୀପ କୁ ଜଳାଇ ।


କୁମ୍ଭାର କେତେ ଯତ୍ନ ରେ ଦୀପ ଗଢିଛି

ଦୀପର ମହତ୍ୱ କୁମ୍ଭାର ଭାଇ ଜାଣିଛି ।


ମନ ରେ ଦେବା ଜ୍ଞାନ ଦୀପ କୁ ଜାଳି

ସର୍ବତ୍ର୍ ଦୀପ ଲଗାଇ କରିବା ଦୀପାବଳି  ।


ଆନନ୍ଦ ରେ ଦୀପ କୁ ସର୍ବେ ଲଗାଇ ଦିଅ

ଦୀପ ହିଁ ପରମ ଜ୍ୟୋତି ,ଦୀପ ପରମ ବ୍ରହ୍ମ,

ଦୀପ ହରେ ପାପ ଜାଣି ଥାଅ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics