STORYMIRROR

Liza Senapati

Tragedy Others

3  

Liza Senapati

Tragedy Others

ଧୂଆଁ

ଧୂଆଁ

1 min
11.8K

ଏଇ ଦେଖ ଦୂର ଦିଗବଳୟକୁ,

ଭାସି ଆସୁଚି ପବନ ବେଗରେ ,ବିଶାକ୍ତ ଧୂଆଁ

ବିନାଶ ପ୍ରକୃତିର,

ସତେ ଯେମିତି ମାନବ ଯାତି,

ନିଜ ପାଇଁ ନିଜେ ରଚୁଚି ବିନାଶ,

ଆଖି ଖୋଲିକି ଥରେ ଦେଖ,

ନିଜ ହାତେ ନିଜ ପାଇଁ ନିଜେ ରଚୁଥିବା,

ମୃତ୍ୟୁର ବିଭିଷିକା l


କଣ ଭାବୁଚ ବିନାଶ ପ୍ରକୃତିର ହଉଚି,

ନା ନା ନା ; ବିନାଶ ତ ଆମର ହଉଚି,

ମାଟିରେ ଲୋଟି ଯିବେ ପଶୁପକ୍ଷୀ,

ପବନରେ ଭରିଯିବ ବିଶ,

ସେ ବିଷ ଆମକୁ ଶୋଷି ନେବ,

ଏ ପ୍ରକୃତିର ତାଣ୍ଡବ ନୁହେଁ,

ଏତ ଆମ ପାପର ଦଣ୍ଡ,

ଚାରିଆଡ଼େ ସୁ ସଜ୍ଜିତ କାରଖାନା,

ତା ଭିତରେ ବନ୍ଦୀ ଏ ମଣିଷ,

ସ୍ୱାଥି ଏ ମାନବ ନିଜ ଖୁସି ପାଇଁ

ପ୍ରକୃତି ସାଥେ ଖେଳୁଚି,

ବିଶାକ୍ତ ଧୂଆଁ ବାୟୁ କୁ,

ବିଶାକ୍ତ କରିସାରିଲେଇ,

ବାସ ବାକି ଅଛୁ ଆମେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Tragedy