STORYMIRROR

Akshayakumar Dash

Romance Action Inspirational

3  

Akshayakumar Dash

Romance Action Inspirational

ଧବଳ ପଣତ

ଧବଳ ପଣତ

1 min
175

ଧରା ଏବେ ଶେଫାଳି ଛିଟାରେ

କାଶତଣ୍ଡି ଧବଳ ପଣତ ତଳେ

ଆଯୋନୀ ସମ୍ବୁତା

ଦଶଭୁଜା ନାରାୟଣୀ ଆଭିର୍ଭୂତା ।

ଆକାଶ ନିର୍ମଳ ଜଳ ସ୍ଥଳ

ପର୍ବତ ଶିଖର 

ବିମଣ୍ଡିତ ତରୁ ଚାରୁକଳା 

ଉତଫୁଲ୍ଲିତ୍ ସାଗର ତରଙ୍ଗ

ଭରି ନବରଙ୍ଗ।

ନବରାତ୍ର ପୂଜା ଆରାଧନା

ନବଦିନ ନବାକ୍ଷରୀ ମନ୍ତ୍ର

ନବ କଳେବର

ଧରିତ୍ରୀର ନବ ବଧୁ ବେଶ

ସରସ ସୁନ୍ଦର ରଚନା

ମନୋରମା ହୋଇବେ ପ୍ରକାଶ।



Rate this content
Log in

Similar oriya poem from Romance