STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଦେବୀ 

ଦେବୀ 

1 min
9


ଶକ୍ତି ରୂପେ ରହିଛ ସବୁଠି 
ଏଠି ସେଠି ହାତେ ଦୟା ମୁଠି 
ଦୁର୍ଗାମାଆ ସବୁରି ଅସ୍ତ୍ର କରି ଏକାଠି 
ନାଶିଲେ ଅରି ଓ ବଇରୀ ଦେଖାଇ ପିଠି 
ଦେବୀ ଦଶଭୁଜା ତିଳ ତର୍ପଣେ ସନ୍ତୁଷ୍ଟି 
ପୂଜା ଵିଧି ବିଧାନ ଭିର୍ନ୍ନ ନୁଁହଁ କୋଉଠି 
ଶକ୍ତି ରୂପେ ସଂସ୍ଥିତା ମାତା ଦଶହରା ଭେଟି 
ସବୁଠୁ ଗୁରୁତ୍ୱପୂର୍ଣ୍ଣ ପୂଜା ଷଷ୍ଠୀ 
ତୁମେ ଇଷ୍ଟ ତୁମେ ନିଷ୍ଠା ପରାକାଷ୍ଠା ମିଷ୍ଟି 
ତୁମ ଦରବାରେ ଆସେ ଯିଏ ମାଗୁଣି ବଇଠି 
ଦିଅ କରୁଣା ନକରି ଊଣା ମାଆ ଆଶିଷ କାଠି
ଭଗବତୀ ମାଆ ଧରିତ୍ରୀ ମଙ୍ଗଳାମାଆ ମାଟି 
ଶୀତଳା ଚଞ୍ଚଳା ଦୁର୍ଗା ଗଙ୍ଗା କାଳିଜାଇ ଉଠି 
ମାଆ ଦଶଭୁଜା ଧରି ଦେବ ଦେବୀ ଅସ୍ତ୍ର ଗୋଟି
ବଦ୍ଧ କରି ମହିଷସୁର ଯଶ କିରଟି
ଆଦିମାତା ସରସ୍ବତୀ ସାବିତ୍ରୀ ପାର୍ବତୀ ସତୀ
ସନ୍ତୋଷୀ କାଳୀ ଶ୍ୟାମା ପୂଜା ଏଇଠି
 ମନଲୋଭା ବେଶ ହୋଇ ସୁବେଶ ବାସ ରଟି
ଦୀପ ଧୂପ ଝୁଣା ଘିଅ ପଞ୍ଚାମୃତ ରଖି ବଇଠି
ଆସ ଆସ ଦେବୀ ମାଆ ଦୁର୍ଗା ଡାକୁ ଏଇଠି


Rate this content
Log in

Similar oriya poem from Classics