STORYMIRROR

Pramila Mohanty

Tragedy

3  

Pramila Mohanty

Tragedy

ଦାଦନର ଅନ୍ତସ୍ବର

ଦାଦନର ଅନ୍ତସ୍ବର

1 min
11.9K

ଆଖି ଆଗରେ ମହାମାରୀ ର ଭୟ           

 ଅନ୍ତରେ ଭିଟାମାଟି ର  ମୋହ          

ମନରେ କୋହ

   ପେଟେ ଭୋକ ଜ୍ବାଳା

   ଲାଗଇ ନିଆହୁଳା

ମୁଣ୍ଡରେ ନୁଖୁରା ବାଳ

ଦେଇଛି ବିଧାତା 

  ଫୋଟା କପାଳ

ପାଖରେ ନାହିଁ ପ ଇସାଟିଏ

ନିଜ ଗଣ୍ଠିଲି କୁ ସଜାଡି

          ନିଏ

ଵହୁ ଆଶା ନେଇ ଚାଲି ଛି

ଜାଣେନା କେତେବେଳେ

   କେଉଁଠି ଯାଇ ଛି

     ପହଞ୍ଚି

ବୈଶାଖ ଜେଷ୍ଠ ମାସର

      ଖରା

କରୁଛି ତାକୁ ଟାହିଟାପରା

ଅଣ୍ଟା ଭିଡ଼ି ଆଗକୁ

  ମାଡ଼ିଚାଲି ଛି

କେଉଁଠି ମୁଠା ଏ ମିଳିଲେ

    ଖାଉଛି

କେତେ ଯେ ବାଟ

  ପାରେନା କଳି

କେତେବେଳେକେଉଁଠି

   ଯାଇ ଛି ପହଞ୍ଚି

ମନରେ ବାନ୍ଧି ରଖିଛିଆଶା

 ଚରଣ ଯୁଗଳ ତାରି

      ଭରସା

ଏହି ପବିତ୍ର ମାଟିରେ

 ହୋଇ ଛି ଜନମ

 ପରିସ୍ଥିତି ରେ ପଡ଼ି

    ସାଜିଛି ଦାଦନ

ନଥିଲା ତା ପାଖେ

 କିଛି ସାଧନ

 ଦାଦନ ସାଜିକରୁଥିଲା

  ପ୍ରତିପୋଷଣ

ହାଏରେ ବିଧାତା କି


 ଦୁନିଆ ଗଢ଼ିଛ

ଦୁଃଖୀ କୁ ଦୁଖଃ ଦେଉଛ

  ଏହି ପବିତ୍ର ମାଟିରେ

   ତାହାର ଜନମ

ସମୟ ତାହା କୁ 

  କରି ଛି ଦାଦନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy