Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ତୋ ଲାଗି ଗୋପଦାଣ୍ଡ ମନା

ଚଉପଦୀ - ତୋ ଲାଗି ଗୋପଦାଣ୍ଡ ମନା

1 min
6.7K


କବି -ବନମାଳୀ ଦାସ

ରାଗ -ସାବେରୀ , ତାଳ - ଝୁଲା


ତୋ ଲାଗି ଗୋପଦାଣ୍ଡ ମନାରେ କାଳିଆ ସୁନା

ତୋ ଲାଗି ନ ଯିବି ଯମୁନା । ଘୋଷା ।

ନିତି ଏହି ବାଟେ ଯାଉ ରେ କାଳିଆ

ନିତି ଏହି ବାଟେ ଯାଉ

ହଟରେ କଉଡ଼ି ମାଗିଲେ କାଳିଆ

ମୁରଲୀ ବଜାଉ ଥାଉ ରେ ।

ତୁହି ବଡ଼ଘର ପୁଅରେ କାଳିଆ

ମୁହିଁ ବଡ଼ଘର ବୋହୂ

ଶରମ ତୋ ମୁଖେ ନାହିଁ ରେ କାଳିଆ

ମରମ କଥା ତୁ କହୁ ।


Rate this content
Log in

Similar oriya poem from Classics