STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ -ଆଉ ବାଟ ଓଗାଳି

ଚଉପଦୀ -ଆଉ ବାଟ ଓଗାଳି

1 min
13.5K


କବି - ରଘୁନାଥ ପରିଚ୍ଛା

ରାଗ -ଆଶାବରୀ , ତାଳ - ଆଠତାଳି


ଆଉ ବାଟ ଓଗାଳି

ହଟ ନ କର ବନମାଳୀ ହେ । ପଦ ।

ହେଲା ଉଛୁର

ଯିବି ଏଥର

ପୂଜିବି ମୁଁ କରମାଳି ହେ ।

ଏ ଟାପରାକୁ

ସହି ଯିବାକୁ

ମୁଁ ନୁହଁଇ ଚନ୍ଦ୍ରାବଳୀ ହେ ।

କହେ ରଘୁନାଥ

କବି ନିଶାନାଥ

ଧ୍ୟାୟି ରାଧା କୃଷ୍ଣ କେଳି ହେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics