Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2.5  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ମିତ ଆମ୍ଭ ଶ୍ୟାମବନ୍ଧୁ

ଚଉପଦୀ - ମିତ ଆମ୍ଭ ଶ୍ୟାମବନ୍ଧୁ

1 min
7.1K


କବି - ବଳଦେବ ରଥ

ରାଗ -କାମ୍ବୋଜୀ , ତାଳ - ସରିମାନ


(ଆଗୋ) ମିତ ଆମ୍ଭ ଶ୍ୟାମବନ୍ଧୁ ଚାଲି କି ରସେ ଗୋ । ଘୋଷା ।

ଅଖଣ୍ଡ ଶୋଭା ମଞ୍ଜୁଳ

ଶିଖଣ୍ଡ ମଣ୍ଡନ ଚୂଳ

କି ଖଣ୍ଡ ଜନନେତ୍ରକୁ ପରଶେ ଗୋ ।

ଲାଭ ହେଉ ନୋହୁ ଅବା

ଅବସର ପୁହାଇବା

ତା ପଦତଳ ଚୁମ୍ବିବା ତରସେ ଗୋ ।

କହଇ କବି ତପନ

ଧ୍ୟାଉଥିଲେ ତା ଲପନ

ସ୍ୱର୍ଗସୁଖେ ତ ମୋ ମନ ନ ରସେ ଗୋ ।


Rate this content
Log in

Similar oriya poem from Classics