Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ -ସଖୀ ବିଜେ କଦମ୍ବମୂଳେ

ଚଉପଦୀ -ସଖୀ ବିଜେ କଦମ୍ବମୂଳେ

1 min
7.1K


କବି - ବନମାଳୀ ଦାସ

ରାଗ -କାମୋଦୀ , ତାଳ - ଆଠତାଳି


ସଖୀ ବିଜେ କଦମ୍ବମୂଳେ ଗୋ

ଏ ନବ ଲାବଣ୍ୟରୂପ । ପଦ ।

ଏକଦିନେ ସଖୀ ମୁଁ ରେ

ଗଲି ଯମୁନାକୁ ନୀରେ

ଗଭା କୁସୁମଫୁଲରେ

ସଖୀ ଚନ୍ଦ୍ରିକା ଚୂଳ ତା ପରେ ।

ଚନ୍ଦନ ବିନ୍ଦୁ କପୋଳେ

ନାସାରେ ମୁକୁତା ଲୁଳେ

ହୃଦରେ ପଙ୍କଜ ମାଳେ

ସଖୀ ଦେଖି ମୋ ପାଦ ନ ଟଳେ ।


Rate this content
Log in