STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (97)

ଚଉପଦୀ (97)

1 min
163


ପାରିବୁ ରେ, ରସେ ପାରିବୁ ରେ! (0)

ନବ ଖଣ୍ଡ ମେଦିନୀ ନବ ମଣ୍ଡନା ଧନି,

ମୁନି ମନ ମୋହିନୀ, ଚିବୁକେ ଚୁମ୍ବ ଘେନି (1)

ଗେଲାଇ ‘ନାହିଁ ନାହିଁ’ ଭାଷି ଚନ୍ଦ୍ରମା ମୁହିଁ!

କେଳି ତଳପେ ରହି କରଜ ଦାଢ ସହି (2)

ଚାଟୁରେ ଭରଜାଇ ଡାକିବାରେ ନ ଯାଇ

ଆଲିଙ୍ଗନେ ମଜ୍ଜାଇ ଚେତନାକୁ ହଜାଇ (3)

ଇଙ୍ଗିତ ଭଙ୍ଗି – ମଝି ସଂସାର ଭାବ ବୁଝି

ପ୍ରିୟ ବିନୟେ ରିଝି ମଦନ ରଣେ ଯୁଝି (4)

ପ୍ରବନ୍ଧ ପଟ ଆଣି, ଚାହିଁ ସେ କ୍ଷଣି ଜାଣି

କିଙ୍କିଣି କିଣି କିଣି ରବେ ମାନସ କିଣି(5)

ଚକ୍ର କରି ନଥକୁ, ମାରି ମନମଥକୁ,

ପୁରା ମନୋରଥକୁ ଜଳନ୍ତର ନାଥକୁ (6)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics