STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ 9

ଚଉପଦୀ 9

1 min
373

ଚଉପଦୀ

(9)

ଆରେ ପ୍ରାଣସଙ୍ଗି

ମନମୋହନ ମନ୍ତର ତୋର ଭଙ୍ଗୀ (ପଦ)

କୃପାରେ ମାନସ ରଖାଇଲୁ , ଭୁଜେଭୁଜ ବନ୍ଧା ଶିଖାଇଲୁ,

ଅଳପ ଅଳପ ବଞ୍ଚାଇଣ ବିମ୍ବଅଧରରୁ ମଧୁ ଚଖାଇଲୁ (1)

ବ୍ରହ୍ମଜ୍ଞାନୀ ଯୋଗୀ ଯୋଗଭୁଲା, ତିଳସୁମନସ ନାସା ଫୁଲା,

ପଦ ପଦକରେ ଯାଚି ଦେଉଥାଏ ଶକ୍ରପଦ ମଣିନଥଝୁଲା ((2)

ସନ୍ତାପ -ସରିତ ଶୁଖାଇଲୁ , କରେ ପୟୋଧର ରଖାଇଲୁ,

ହେମ ପଶାସାର ପଲ୍ଲବ ପାଲିରେ,ପଚାରିବା ରୀତି ଶିଖାଇଲୁ (3)

ଅଷ୍ଟଦୁର୍ଗପତି ଭାଷେ ଭୋଳେ, ଚକ୍ରବର୍ତ୍ତୀ କଲୁ ଯୁବାକୁଳେ ,

ଦାନୀ ହୋଇଅଛ ମାନୀ ହେଲୁ କାନିପଣନ୍ତେ ପବନ ଯେତେବେଳେ (4)

କବିସୂର୍ଯ୍ୟ ବଳଦେବ ରଥ




Rate this content
Log in

Similar oriya poem from Classics