STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (56)

ଚଉପଦୀ (56)

1 min
121


ରାଗ ତୋଡି ଆଡତାଳି

ଚାହିଁ ଯା ନୟନାନ୍ତେ, ଅଳପ ରେ (ପଦ)

ଟାଳିଦେବି ମୁଁ ଦୁଃଖ ପାଳି, ଫେରାଇ ମୁଖ

ଗାଳିରେ ହେଲେ ପଦେ ଜଳପରେ (1)

ଖଣ୍ଡ ମଧୁରବାଣୀ ମଣ୍ଡ ସ୍ତନେ ମୋ ପାଣି

ଦଣ୍ଡ ହେଲାଟି କୋଟି କଳପ ରେ (2)

ହେ ବିମ୍ବାଧରାବର ସେହି ନିଶାବାସର

ହେବି ତୋ କିଙ୍କର କଳପ ରେ (3)

ଗଜଗତିକି ସ୍ନେହେ  ଶ୍ରୀ ଜଗଦ୍ଦେବ କହେ

ପଣ୍ଡିତା ମଣ୍ଡ କେଳି କଳପରେ (4)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics