STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (35)

ଚଉପଦୀ (35)

1 min
206


ତୋଡି – ଜଙ୍ଗଲା ଏକତାଳି

କିଭାବର ବାଣୀ ସବୁ ଜାଣି ଜାଣିରେ ଆଜ ଏକି ପାଣି ରେ (0)

ଖଳି କି ବିନ୍ଧାଣୀପଣେ ଅନ୍ତର୍ବାଣୀ

ହୋଇ ଦେଲା ଏ ଗୁମାନୀ ମୂରତି ନିର୍ମାଣି ରେ (1)

ମୋ ଧଇର୍ଯ୍ୟ ଛାଣି ନେବାକୁ କି ଟାଣି

ଗଣ୍ଡକୁ ମଣ୍ଡିଛୁ ନବ କିଶଳୟ ପାଣିରେ (2)

କେଡେ ମୂଢ ପ୍ରାଣୀ ହେଲେ ଯେ ପଛାଣି

ବରଜି କି ସୁଧାରସ ଲୋଡେ ତର ବାଣୀରେ (3)

ଫୁଲଚାପ ପାଣି ତୋ ମହୀ ଚାହାଣୀ

ଦେଖି , ରଖିଲାଣିଟି ମାର୍ଗଣଗଣ ଶାଣି ରେ (4)

ଅଦୋଷରେ ଆଣି ଦୃମନରେ ହାଣି

ଅନା ଜଗଦେବଙ୍କୁ ସୁନ୍ଦରୀ ସାମନ୍ତାଣୀ ରେ (5)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics