Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (142)

ଚଉପଦୀ (142)

1 min
348


ଚଉପଦୀ

(142)

ରାଗ -- ପଞ୍ଜାବୀ

ଯା ନଘେନିଲା ସେ, ଗାନ ରସିକା ଆଜ ପାନ ମୋ କରୁ ଦରହାସେ (ପଦ)

ତନୁ ମଧ୍ୟମା ମୋ ସହି, ଅନୁକମ୍ପିଲା ନାହିଁ,ତନୁ କମ୍ପିଲା ନାହିଁ ତ୍ରାସେ (1)

ସଢିଗଲି କେବଳ, ପଡି ମୁଁ ଚନ୍ଦ୍ରକୂଳ-ପର- ଶର- ଅନଳ ଝାସେ (2)

ତୋ କଞ୍ଜ ସୁନ୍ଦର ପଣ ଜିଣାକ୍ଷି ମୋର, କ୍ଷଣକଲା ଦୁସ୍ତର ମାସେ (3)

କେଉଁ ଦୁଃଖେ ଅଧର ଲଭିଲି ବୟସୀର, ମଉଳି ଗଲା ଖର ଶ୍ୱାସେ (4)

ଅକପଟରେ ମୋର ନ କଲା ତୋଷଭର, ମକରେ ଚିତ୍ର ଫରମାସେ (5)

ବଳ କରିଣ ପ୍ରୀତି, ଫଳ ହେଲା ଏ ଗତି, ଜଳନ୍ତର ଭୂନାଥ ଭାଷେ (6)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics