STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (108)

ଚଉପଦୀ (108)

1 min
317

ଚଉପଦୀ

(108)

ରାଗ - କାଫି

ବନ୍ଧୁଆ ରେ ବାରେ ଅନା ରେ (ପଦ)

ରଦନବାସ, ସଦରହାସ, କରି କର ମାନଙ୍କୁ ମନା ରେ (1)

ଗଜେନ୍ଦ୍ରଗତି, ଗତି ଜଗତୀତଳେ ନାହିଁଟି ତୋହ ବିନା ରେ (2)

ନ ସହି ମୋତେ, କହୁ କେ କେତେ, ଧନ ମୁଁ ତୋ ଅଧିନ ସିନା ରେ

ମୁଁ ତୋର ବୋଲି, ନ ଜାଣେ ଚାଲି, ଆହା କି ସୁଖ କରୁଛୁ ଚୁନା ରେ (4)

ଚାରୁ ଶ୍ରୀମୁଖ ସୁଧାମୟୁଖ, ଟେକି କରୁଣା କରୁ କି ନା ରେ (5)

କବିଦ୍ୟୁମଣି, ଗିରେ ତରୁଣୀ ହେଲା ଅଷ୍ଳେଷ ସୁଖ ଘେନା ରେ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics