STORYMIRROR

Kalandi pal

Inspirational

3  

Kalandi pal

Inspirational

ଚରଣେ କୋଟି ସଲାମ

ଚରଣେ କୋଟି ସଲାମ

1 min
157


     ଜୟ ଯବାନ    ଜୟ କିଷାନ

     ଭାରତ ମାତାର ଏଇ ସ୍ଲୋଗାନ

  ଜୟ ଯବାନ ଜୟ କିଷାନ ।


  ଯେଉଁ ବୀର ଆଜି ସଇନିକ ସାଜି

  ଲଗାଇ ଦେଇଛି ଜୀବନକୁ ବାଜି 

  ଯା କୋଳ ସନ୍ତାନ ଫଳାଏ ସୁବର୍ଣ୍ଣ

  ଶସ୍ୟ ଶ୍ୟାମଳା   ହୁଏ ପରିପୂର୍ଣ୍ଣ

     କିଏ, ଦେଇ କି ପାରିବ ଦାମ

ଚରଣେ କୋଟି ସଲାମ... ଚରଣେ କୋଟି ସଲାମ


  ପୁଣ୍ୟ ଭୂମି ପୁଣ୍ୟ ସେ ସୁଆଣ୍ଡୋ ଗ୍ରାମ

  ଜନ୍ମି ଗୋପବନ୍ଧୁ    ରଖିଗଲେ ନାମ

  ଉତ୍କଳର ନାରୀ    ସେ ମହା ମହିମ

  ସ୍ୱର୍ଣ୍ଣାକ୍ଷରେ ଲେଖା ହୋଇଗଲା ନାମ

     ଧନ୍ୟ, ଧନ୍ୟ ହେ ଦ୍ରୌପଦୀ ମାମ

ଚରଣେ କୋଟି ସଲାମ...ଚରଣେ କୋଟି ସଲାମ


   ନୀଳକଣ୍ଠ ଦାସ   ଜୟୀ ରାଜଗୁରୁ

   ସୁବାସ ପଟେଲ ଗାନ୍ଧିଜୀ ନେହେରୁ

   ଭାରତ ମାତାର ସୁଯୋଗ୍ୟ ସନ୍ତାନ

   ବିଦେଶୀ ହଟେଇ କରିଲେ ଶାସନ

      ଗୁଣ, ଗାଏ ଏ ଦେଶ ତମାମ

ଚରଣେ କୋଟି ସଲାମ.. ଚରଣେ କୋଟି ସଲାମ ।


Rate this content
Log in

Similar oriya poem from Inspirational