ଚିହ୍ନ ପରମବ୍ରହ୍ମ ଈଶ୍ୱର!
ଚିହ୍ନ ପରମବ୍ରହ୍ମ ଈଶ୍ୱର!
ସୃଷ୍ଟି କରି ଛନ୍ତି
ପ୍ରଭୁ ବ୍ରହ୍ମାଣ୍ଡର
ଠିକଣା ତାଙ୍କର
ଅଟେ ଅଗଚର
ପରା ନିରାକାର
ଚିହ୍ନ ଈଶ୍ୱର ।
ପୁରୀ କ୍ଷେତ୍ରେ ଲୀଳା
ଦାରୁବ୍ରହ୍ମ ରୂପ
ନାହିଁ ପାଦହାତ
ଈଶ୍ୱର ସ୍ବରୂପ
ଜ୍ଞାନୀହିଁ ବୁଝିବ,
ମାୟା ତାଙ୍କର !
ବାଲ୍ୟ ରୂପ ପୂଜା
ଅଯୋଧ୍ୟା ନଗର
ଅନାଦି ଅନନ୍ତ
ସାକ୍ଷାତ ଈଶ୍ୱର
ବିପଦ ଭଞ୍ଜନ,
ରୂପ ପ୍ରଭୁର !