STORYMIRROR

Sabita Nayak

Romance

4  

Sabita Nayak

Romance

ଛାଡି ବିନି ତୁମ ହାତ ଜମା

ଛାଡି ବିନି ତୁମ ହାତ ଜମା

1 min
219


କିଏ ବା ରୋକିଛି 

ସମୟର ଧାର 

ତୁମେ ଖାଲି ଧରିଛ 

ଦୁଷ୍ମନ୍ତର ପ୍ରେମ 

ତୁମେ କ'ଣ ମାପିଛ 

ହୃଦୟକୁ ମୋର ।

ମୋ ପ୍ରେମ ନୁହେଁ 

ଅଢେଇ ଦିନିଆ 

ମୁଁ ପରା କୁମୁଦ 

ତୁମେ ମୋ ଚନ୍ଦ୍ରମା ।

ହେଇ ଦେଖ କଥାଦେଲି 

ଛାଡିବିନି ତୁମ ହାତ ଜମା 

ସଖୀଗୋ 

କଥା ଦିଅ ଖାଲି ତୁମେ 

କରିବନି ପ୍ରେମ ନାଁରେ 

କେବେ ମୋ ସାଥେ ଛଳନା। 


Rate this content
Log in

Similar oriya poem from Romance