STORYMIRROR

Sabita Nayak

Inspirational

3  

Sabita Nayak

Inspirational

ଏମିତି ଜୀବନକୁ ନଷ୍ଟ କରନା

ଏମିତି ଜୀବନକୁ ନଷ୍ଟ କରନା

1 min
165

 ଏମିତି ଜୀବନକୁ ନଷ୍ଟ କରନା

କାହାର ବେଇମାନୀକୁ ଭାବି ଭାବି 

ଏମିତି ଜୀବନକୁ ନଷ୍ଟ କରନା 

କାହାର ପ୍ରତାରଣାକୁ ଭାବି ଭାବି। 


ପ୍ରତିଦିନ ପ୍ରତିଟି ମୂହୁର୍ତ୍ତ 

ଚାଲିଥାଏ ଅବିରାମ ଅବିରତ 

ସବୁ ସୁନ୍ଦର ସୁନ୍ଦର ମୂହୁର୍ତ୍ତ 

ଫିକା ଫିକା କାହିଁ କର

ଭୁଲ ପାଇଁ ଆଉ କାହାର ।


କେବେ ଶୁଣ କାନଡେରି 

ପ୍ରକୃତିର ମଧୁର ଗୁଞ୍ଜନ 

ନିଜ ହୃଦୟର ସ୍ପନ୍ଦନକୁ ପଚାର 

ସେ କହେ ମୋତେ ଶାନ୍ତି ଦରକାର 

ମୋତେ ଶାନ୍ତି ଦରକାର ।


ଫିଙ୍ଗିଦିଅ ସବୁ ଅଶାନ୍ତ ଅନାବନା 

ଆଉ ଯେତେସବୁ ଅଡୁଆ ଜିନିଷ 

ଉଠିଯାଅ ସମସ୍ତ ଚେତନାର ଉର୍ଦ୍ଧ୍ବରେ 

ଯହିଁ ଦିବ୍ଯ ଅଲୌକିକ ଶାନ୍ତିର ପ୍ରକାଶ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational