STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ଚେତନା

ଚେତନା

1 min
306

ସ୍ବପ୍ନ ସବୁ ଅଧୁରା ମୋର

ଢଙ୍ଗ ସବୁ ନିଆରା

ରଙ୍ଗ ସବୁ ବେରଙ୍ଗ

ଲାଗେ କିନ୍ତୁ ବେଳେବେଳେ,

ଭଗ୍ନ ବାରବାଟୀ ଜୀବନଟା,

କାହାଣୀ ଯେବେ ଅଧା ରହିଯାଏ l

ଲାଗେ କଥା ସବୁ ବ୍ୟଥା

ମନ ମୋର ବନ ଉପବନ

ସୁନ୍ଦର ସ୍ବପ୍ନ ଟିଏ ଦେଖେ

ଯେବେ ମୁଁ, ସକାଳ ବୁଣେ

ଯେବେ ଆଶାର କିରଣ

ସେତିକି ବେଳେ ଅବଚେତନରେ

ଚେତନା ମୋର ଜାଗ୍ରତ ହୁଏ l


Rate this content
Log in

Similar oriya poem from Abstract