STORYMIRROR

Liza Senapati

Abstract

2  

Liza Senapati

Abstract

ବର୍ଷା ପାଣି

ବର୍ଷା ପାଣି

1 min
170

କାହାପାଇଁ ବର୍ଷା ଝରେ,

ଶୀତଳ ନଇଟେ ହେଇ, 

କାହାପାଇଁ ବର୍ଷା ଝରେ ,

ସ୍ମୃତିର ଦରିଆ ହେଇ।

ମୋ ପାଇଁ ତ ଗରମ ପାଣି,

ଫଟକା ହେଇଯାଇଥିବା ,

କୋମଳ ଶରୀରର ଅସହ୍ୟ ପୀଡା।

ଏ ବର୍ଷା ବି ଭାରି ବେଇମାନ,

ବାରବାର ଆସିଯାଉଚି

ମୋ କଟା ଘା'ରେ ଚୂନ ଲେପନ କରିବାକୁ।

ମନେ ପକେଇଦଉଚି ,

ଝିପଝିପ ବରଷାରେ ସେ କାଗଜ ଡଙ୍ଗା।.

ଗାଁ ଦାଣ୍ଡରେ ଓଳି ପାଣିରେ 

ଓଦା ହବାର ସେ ମଜା,

ମା'ର ପଣତ କାନି ବାପାଙ୍କ ଆଦର ,

ଆଇର ଗପ ଗୁରୁଜୀଙ୍କ ଛାଟ,

ଭୁଲିକି ହଉଚି ସେ ପିଲାଦିନ।

ଏ ବର୍ଷା ତୁମେ ଆସନା ଆଉ,

ଦିଅନି ଏତେ ଯନ୍ତ୍ରଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract