Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ବର୍ଷା ଭିଜା ସ୍ମୃତି

ବର୍ଷା ଭିଜା ସ୍ମୃତି

1 min
210


ବର୍ଷା ଭିଜେଇଲା ମୋତେ

ଭିଜିଲା ସାଇତା ସ୍ମୃତି

ଖୋଜିଲି ହଜିଲା ପ୍ରୀତିକୁ

ବାସନ୍ତି ଲଗନ ରାତେ ।


ଭିଜା ଭିଜା ବରଷାରେ

ମିଠା ମିଠା ସ୍ମୃତି ଧାରେ 

ମନେ ପଡେ ପ୍ରିୟା

ଅଜାଡି ଦେଲ ମନଟା

ସାଇତା ସପନ କେତେ 

ରଖିଥିଲ ଯାହା

ଭୁଲିନିରେ ଅଭିମାନୀ 

ଭୁଲ ବୁଝିବୁନି ମୋତେ ।


ଚୁନା ଚୁନା ଜହ୍ନ ରାତି 

ମନତଳ ଜଳେ ତାତି

ବିରହ ନିଆଁରେ

ଜହ୍ନ ଜଳେ ଆକାଶରେ

ଚାହିଁ ଚାହିଁ କଇଁ ମରେ

କହିବ କାହାରେ

ଏଇମିତି ପ୍ରୀତି ଆମ

ଅବୁଝା କାହିଁକି ଏତେ ।


Rate this content
Log in

Similar oriya poem from Romance