STORYMIRROR

Puspanjali Panda

Classics

4  

Puspanjali Panda

Classics

ବୋଝ

ବୋଝ

1 min
23.8K

ହଁ ପରା,ହଜାର ଦାଇତ୍ୱ

କେତେ ବୋହି ବୋହି ଚାଲିବ !

ଏଠି ତ କାହାର ନଥାଏ ସ୍ଥାଇତ୍ୱ।

ଶୈଶବ କୈଶ୍ୱର 

ଚାଲି ଗଲା କେତେବେଳେ

ଯୌବନ ସୁଖର ଦୋଳିଖେଳ

ଅପରାହ୍ନ ର ବୟସ !

ନାହିଁ ଅଭିଯୋଗ ଅଭିମାନ

ଶେଷ ନିଶ୍ୱାସ ରେ ଶ୍ମଶାନ

ସରିଯାଏ ସବୁ ଅୟସ !

ଲୋଡ଼ା ଟିକେ ମାଟି

ମିଳିଗଲେ ପୁଣ୍ୟଫଳେ

ଶେଷବେଳେ ଆଗେ ଚାଲେ

ପାପ ଯାଏ କଟି

ଜୀବନର ପାହାଚରେ !

ବଦଳିବା ନିଶ୍ଚୟ ଲିଖିତ

ଆଉ ସବୁ ଅଲିଖିତ

ସମୟ ର ଆବର୍ତ୍ତ ଭିତରେ !


Rate this content
Log in

Similar oriya poem from Classics