ବୋଆବାବ୍ କରେ
ବୋଆବାବ୍ କରେ
ବୋଆବାବ୍ କରେ ଆଶୀର୍ବାଦ
•••••••••••••••••
ବୋଆବାବ୍ ବୃକ୍ଷ କରେ ଆଶୀର୍ବାଦ
ମନୁଷ୍ଯଗଣଙ୍କୁ ପ୍ରେମପୂର୍ଣ୍ଣ ଭାବେ
ମଣିଷଗଣ କରନ୍ତି ଉପଭୋଗ ସୌନ୍ଦର୍ଯ୍ୟ
ବଞ୍ଚନ୍ତି ପ୍ରସନ୍ନତା ପୂର୍ବକ
ପ୍ରଶ୍ୱାସରେ ନିଅନ୍ତି ଅମ୍ଳଜାନ ଆତ୍ମ
ସନ୍ତୁଷ୍ଟି ପାଇବା ଯାଏଁ
ବାସ କରନ୍ତି ପ୍ରେମ ଶାନ୍ତି ଆମୋଦ ପ୍ରମୋଦ ରେ
ଆଶୀର୍ବାଦ କରେ ମଣିଷମାନଙ୍କୁ
ବାସ କରିବାକୁ ସଶକ୍ତ ଭାବେ
କର ଉପଭୋଗ ମୋର ଦିବ୍ୟ
ସୁନ୍ଦରତା ମୃଦୁ ସମୀର ଯୁକ୍ତ
ସଙ୍ଗୀତ ସହିତ
ସବୁବେଳେ ଅଛି ମୁଁ ତୁମ ସହ
ଏହି ଧରା ସଙ୍ଗୀତ ରେ
ନିଅ ମୋର ଯତ୍ନ
ଗ୍ରହଣ କର ମୋର ଅମ୍ଳଜାନ
ହସ ବିନୋଦରେ
ଲେଖନୀ ମୋ ଉପରେ ଲେଖେ
କବିତା ମୋର ସୁବ୍ଦର ପତ୍ରଗୁଡ଼ିକ
ତଳେ
ଲେଖନୀ ଲେଖେ କବିତା ମାନବ ଜାତିର ପ୍ରେମର ଦିଅନ୍ତି ସେଗୁଡ଼ିକ
ପ୍ରେରଣା
ରଚନା କରେ ଏକ ସୁନ୍ଦର ପୃଥିବୀ
ମାନବିକତାର ସମାଜ
ପ୍ରେରଣା ଦିଏ କବିଗଣଙ୍କୁ, ମନୁଷ୍ୟ ଗଣଙ୍କୁ କରିବା କୁ ବାସ ଭାତୃତ୍ୱ
ସହକାରେ
[ The verse " BOABAB blesses scripted by ©Vavroovahan Patra on 24.3.25 & translated in Odia language by ©Abadhoot Panda ]
