STORYMIRROR

ABADHOOT PANDA

Others

4  

ABADHOOT PANDA

Others

ଅତୀତ

ଅତୀତ

1 min
2


ଅ ତୀ  ତ

❤❤❤❤

ବେଳେବେଳେ ମୋର ଅତୀତ

ମୋ କାନରେ ଫୁସ୍ ଫୁସ୍ କରେ

ମୋତେ ମନେ ପକେଇ ଦିଏ 

ଆନନ୍ଦ ଯାହାକୁ ସେ ଆଣିଲା

ସେ ପଚାରେ 

ତୁମଳୁ ମୁଁ ଦେଇନି କି?

ଅଗଣିତ ମୁହୂର୍ତ୍ତ ସବୁ ଆନନ୍ଦର

ଯେଗୁଡିକୁ ତୁମେ ହରାଅ ବର୍ତ୍ତମାନ

ଗୁରୁତର ଭାବେ?

ପାରିବକି ସେଗୁଡ଼ିକୁ ମନେ ପକେଇ

ଓ ପାରିବ କି କରି ପୁନର୍ଜୀବିତ ସେଇ ଆନନ୍ଦ?

ବାସ୍ତବରେ ମୋର ଅପୂର୍ବ ଅତୀତ

ଏହା ହିଁ ସତ୍ୟ

ଯଦିଓ ହୋଇ ନପାରେ ମୁଁ ସକ୍ଷମ

ଘଣ୍ଟାର କଣ୍ଟା କୁ ବୁଲେଇ ଦେବାକୁ

ପଛକୁ 

ମୁଁ ନିଶ୍ଚିତ ରୂପେ କରିବି ବହନ

ଅଭୁଲା ସ୍ମୃତିଗୁଡ଼ିକୁ ଆଗକୁ

ଦିଅ ସେଗୁଡ଼ିକୁ କରିବାକୁ ଉଜାଗର

ମୋର ରାସ୍ତା ବଢ଼ିବାକୁ ଆଗକୁ

🩵💙💙💙💙💙

(  The poem PAST originally clicked by ©Badar Zamman Virk

on 16.12.25 & it's Odia Translation made by ©Abadhoot Panda )

🌺🌺🌺🌺🌺🌺🌺🌺









Rate this content
Log in