STORYMIRROR

ABADHOOT PANDA

Others

3  

ABADHOOT PANDA

Others

ସୌନ୍ଦର୍ଯ୍ୟ

ସୌନ୍ଦର୍ଯ୍ୟ

1 min
0

ସୌନ୍ଦର୍ଯ୍ୟ 

•••••••

ପ୍ରକୃତି ଆଦର ସତ୍କାର କରେ ସୌନ୍ଦର୍ଯ୍ୟ କୁ

ସୌନ୍ଦର୍ଯ୍ୟ ଏକ ମୂଲ୍ୟବାନ ଉପହାର

ପ୍ରକୃତି ନିକଟରୁ

ଏହା ଆମକୁ ଆଶୀର୍ବାଦ କରେ

ଅତ୍ୟନ୍ତ ଆନନ୍ଦ ସହକାରେ

ସୌନ୍ଦର୍ଯ୍ୟ କରେ ବୃଦ୍ଧି ଆମର

ଉତ୍ସାହ କୁ

ଏହା ଆମକୁ କରେ ଉନ୍ନତ ଏବଂ

ଉଲ୍ଲସିତ

ଆମେ କରୁ ଏହାକୁ ସ୍ୱାଗତ ଆମ

ଜୀବନରେ

ପ୍ରକୃତି ଆମକୁ ଅସାଧାରଣ କରିଥାଏ

ସୌନ୍ଦର୍ଯ୍ୟ ହେଉଛି ଅନ୍ତିମ 

ପରମ ଆଶୀର୍ବାଦ ପ୍ରକୃତିର

( The verse Beauty composed by Badar Zamman Virk and translated into Odia by Abadhoot Panda, Cuttack. )










Rate this content
Log in