STORYMIRROR

ABADHOOT PANDA

Others

4  

ABADHOOT PANDA

Others

କୃଷକ

କୃଷକ

1 min
0

କୃଷକ ••• କୃଷକ ଜମି କର୍ଷଣ କରିଚାଲେ ଦିନ ତମାମ ପ୍ରାର୍ଥନା କରି ଈଶ୍ୱର ଙ୍କୁ ସଞ୍ଜ ସକାଳେ କରଇ ପ୍ରାପତ ଶାନ୍ତି ଆନନ୍ଦ ଈଶ୍ୱର ଶୁଣନ୍ତି ପ୍ରାର୍ଥନା ତାର ପ୍ରତି ଦିନ ଖୁଆଇ ଦିଏ ତାର ସନ୍ତାନମାନଙ୍କୁ ପବିତ୍ରତା ସହିତ ତାର କର୍ତ୍ତବ୍ୟ କରିଚାଲଇ ଆନନ୍ଦରେ ବାସ କରେ ଏକ ସୁନ୍ଦର ପରିବାରେ ପ୍ରେମପୂର୍ଣ୍ଣ ଭାବେ ସେ ଦିବ୍ୟତା ରେ ଭୂଷିତ ପ୍ରେମ ସ୍ନେହ ଆନନ୍ଦରେ ଆଶୀର୍ବାଦ ପ୍ରାପ୍ତ ବାସ କରିଥାଏ ପ୍ରେମ ରେ କୌଣସି ଦୁର୍ନୀତି ବିହୀନ ସ୍ବର୍ଗୀୟ ଆଶୀର୍ବାଦ ପ୍ରାପ୍ତ ( CULTIVATOR written in English by ©Vavroovahana Patra on 22.12.24 & translated in Odia by©Abadhoot Panda )     


Rate this content
Log in