STORYMIRROR

ABADHOOT PANDA

Others

3  

ABADHOOT PANDA

Others

ସୁଖକର ନବ ବର୍ଷ

ସୁଖକର ନବ ବର୍ଷ

1 min
10


ସୁଖକର ନବ ବର୍ଷ 


ଏହି ନବ ବରଷର ପ୍ରତ୍ୟୁଷ 

ହେଉ ସତ୍ୟର ପ୍ରତ୍ୟୁଷ ପ୍ରିୟ

ହଉ ଏହି ନବ ଦିବସ 

ବିଚାର କରି ଆମ ସମସ୍ତଙ୍କ ପାଇଁ 

ଏକ ନବ ଆରମ୍ଭ ଲାଭ କରିବା ପାଇଁ

ଯେ ଆମେ ସତ୍ୟକୁ ସାକ୍ଷାତ କରୁ

ଆମ ଭିତରେ ହୋଇ ଅବତୀର୍ଣ୍ଣ 

ପ୍ରତ୍ୟେକ ସମ୍ବେଦନଶୀଳ ପ୍ରାଣୀ

ଭିତରେ ମୋ ଭିତରେ ତୁମ ଭିତରେ

ଆମ ସମସ୍ତ ଙ୍କ ଭିତରେ

ଏବଂ ଆମେ ଆମ ଚାରି ପାଖେ

ଥିବା ସତ୍ୟକୁ ଅଧ୍ୟୟନ କରି ପାରୁ

ତା ଭିତରେ

ଯାହା ଲେଖା ଅଛି ଜୀବନର ପୁସ୍ତକରେ 

ବସ୍ତୁର ଏକ ସତ୍ୟପୁର୍ଣ ଉତ୍ସାହ ପରି

ଅବତୀର୍ଣ୍ଣ ପୂର୍ବକ ଜୀବନ୍ତ ଅକ୍ଷରେ


ଦେଖ ହେ ମୋର ଭାତୃଗଣ ଯତ୍ନ ଓ

ବିଚାର ସହ 

କୌଣସି ମାୟା ନାହିଁ

ଧ୍ୟାନ ଦିଅ ଏହାକୁ ସତ୍ୟ ପୂର୍ଣ୍ଣ ଭାବେ ଭଲ ରୂପେ

ଏହା କୋୖଣସି ମାୟା ର ଗଳ୍ପ ନୁହେଁ

ବ୍ରହ୍ମାଣ୍ଡ ଏକ ସତ୍ୟ ଉଦ୍ଦେଶ୍ୟ

ତେଣୁ ଏଇ ଦିନଟି କୁ ହେବାକୁ ଦିଅ

ସତ୍ୟ ପଠନ

ସେମିତି ଲିପିବଦ୍ଧ ଭୌତିକ କବିତା ରେ

ସତ୍ୟ ସେମିତି ହୋଇଛି ପ୍ରଦର୍ଶିତ

ଭୌତିକ ବ୍ରହ୍ମାଣ୍ଡ ରେ

ଆମର ସତ୍ୟର ଅନ୍ୱେଷଣ ଖୋଜୁଛି

ଆବଶ୍ୟକ କରେ 

ପ୍ରଜ୍ବଳିତ ହେବାକୁ ପ୍ରବଳ ସୃଜନୀତ୍ମକ

ଇଚ୍ଛା ଦ୍ୱାରା

ଅବତାର ନେଇଥିବା ପବିତ୍ର ଆବେଗ ଦ୍ୱାରା

ଆନ୍ତରିକ ଆତ୍ମା କାର୍ଯ୍ୟରେ ପ୍ରକାଶିତ ସଦୃଶ 

ଏବଂ ବାହାରେ ଆମ ଚାରି ପାଖେ

ଖୋଦିତ ହୋଇ ଥିବା ବସ୍ତୁ ଗତ ରାଷ୍ଟ୍ର ରେ

ପ୍ରକୃତ ରେ ଈଶ୍ବର ଙ୍କ କାର୍ଯ୍ୟ ସଦୃଶ


( Happy New Year-composed by Bhagirath Choudhary

& translated in Odia by© Abadhoot Panda )







Rate this content
Log in