ଚିନ୍ତାଶୀଳ ଅସ୍ତିତ୍ବ
ଚିନ୍ତାଶୀଳ ଅସ୍ତିତ୍ବ
ଚିନ୍ତାଶୀଳ ଅସ୍ତିତ୍ୱ
••••••••
ମୋର ପ୍ରତ୍ୟେକ ଭାବନା କୁ
ଖୋଜିବାକୁ ଦିଅ ତୀବ୍ର ଭାବେ
ସାର୍ବଜନୀନ ମଙ୍ଗଳ
ମୋପାଇଁ ଓ ପୃଥିବୀ ପରିବାର
ପାଇଁ
ମୋର ପ୍ରତ୍ୟେକ ଭାବନା କୁ
ସମାନ୍ତରାଳ କରିବାକୁ ଦିଅ
ସତ୍ୟର ଆଲୋକ ସହିତ
ଶବ୍ଦ ଗୁଡ଼ିକ ଯେଉଁ ଗୁଡ଼ାକ
ମୁଁ କହେ
ଜଣାଇ ଦେବାକୁ ଯାଏ ଯେ
ମୁଁ ଆଶୀର୍ବାଦ କରେ କୀଟ
ଓ ଦାନଵଙ୍କୁ
ଯେଉଁ ଶବ୍ଦ ସବୁ ମୁଁ କହେ
ନିଶ୍ଚୟ ଆରମ୍ଭ କରିବ ଆଉ
କରିବ ସୃଷ୍ଟି
ଏକ ବାୟୁମଣ୍ଡଳ ପୃଥିବୀ
ଚାରିପାଖେ
ଏକ ମୁକୁଟ ମଣ୍ଡିତ ଗୋଲକ
ପ୍ରେମ ଓ ଆଲୋକର
ବିଚାର ଜ୍ଞାନ ମଣ୍ଡଳ
ପ୍ରେମପୂର୍ଣ୍ଣ ଭାବେ ଏତେ ଉଜ୍ଜ୍ୱଳ
କର୍ମ ସବୁ କରେ ମୁଁ ଯାହା
ମୋ ନିଜ ପାଇଁ ଭଲ ଓ
ଅନ୍ୟ ସମସ୍ତଙ୍କ ପାଇଁ ଭଲ
ମୋର ପାର୍ଥିବ
ଭଉଣୀ ଓ ଭାଇମାନଙ୍କ ପାଇଁ
ମୋର ପ୍ରତ୍ୟେକ ମାନସିକ ଶକ୍ତି
ଓ ଶାରୀରିକ ସାମର୍ଥ୍ୟକୁ
ଦିଅ ହେବାକୁ ଭୂମି ସଂଲଗ୍ନ
ଏବଂ ଭଲଭାବେ ଗୋଲ
ମୋର ପାର୍ଥିବ
ଅସ୍ତିତ୍ୱ ବାନ ଉତ୍ତରଦାୟିତ୍ୱ
ନିମନ୍ତେ
( The verse " Thoughtful
Existence ' Composed by ©Bhagirath Choudhary & it's Odia Translation made by © Abafhoot Panda )
