STORYMIRROR

ABADHOOT PANDA

Others

3  

ABADHOOT PANDA

Others

ବୃକ୍ଷଗଣ ଆମର ବନ୍ଧୁ

ବୃକ୍ଷଗଣ ଆମର ବନ୍ଧୁ

1 min
4

🎋ବୃକ୍ଷଗଣ ଆମର ବନ୍ଧୁବାନ୍ଧବ 🎋

🌿🌿🌿🌿🌿🌿🌿🌿🌿

ବୃକ୍ଷ ଆମର ବନ୍ଧୁ 

ପ୍ରଶ୍ୱାସ ନିଏ ଦିନରେ 

ଅଙ୍ଗାରକାମ୍ଳ ପୃଥିବୀରୁ;

ମାନବଗଣ ବଞ୍ଚି ରହନ୍ତି

ଏକ ସୁନ୍ଦର ପରିବେଶରେ

ସୁସ୍ୱାସ୍ଥ୍ୟରେ ଆନନ୍ଦରେ l


ଯୋଗାଇଦିଏ ଅମ୍ଳଜାନ

ସମସ୍ତ ମନୁଷ୍ୟଗଣଙ୍କୁ

ପଶୁ ପକ୍ଷୀମାନଙ୍କୁ

ପ୍ରାକୃତିକ ଭାବେ;

ମନୁଷ୍ୟଗଣ ଏକ

ସୁନ୍ଦର ସମାଜରେ

ବଞ୍ଚି ରହନ୍ତି

ହାର୍ଦ୍ଦିକ ଭାବେ l


ମନୁଷ୍ୟଗଣଙ୍କୁ କହେ

ଯିବାପାଇଁ ଅହିଂସା ଓ

ଶାନ୍ତିର ପଥେ

ଭୂଷିତ କର ଆତ୍ମାସବୁକୁ

ଦିବ୍ୟ ପ୍ରେମ ଓ 

ଶାଶ୍ଵତାନନ୍ଦେ l


ଭଲ ପାଇ ମାନବଜାତିକୁ

ବଞ୍ଚି ରୁହ ଶାନ୍ତି ପୂର୍ଣ୍ଣ ଭାବେ

ବିଶ୍ୱଶାନ୍ତିର ପୁଷ୍ପରାଜି ହୁଏ

ପ୍ରସ୍ଫୁଟିତ ହୁଏ ସୁଖପୂର୍ବକ

ଏକ ମାନବସମାଜେ

🌴🌴🌴🌴🌴🌴🌴

[ The Verse titled TREES, OUR FRIENDS

composed & clicked by

© Vavroovahan Patra on the 19th October 2025 & and it's Odia Translation made by

©Abadhoot Panda ]

🌿🌿🌿🌿🌿🌿🌿🌿,









Rate this content
Log in