ସ୍ୱାଧୀନତା ଦିବସ
ସ୍ୱାଧୀନତା ଦିବସ
ସ୍ୱାଧୀନତା ଦିବସ
°°°°°°°°°°°°°
କେତେବେଳ ଯାଏଁ ମାନବ ଜାତି
ଗଡ଼ି ଚାଲିବ ତାର ନିଜ ପରପୀଡ଼କ
ଉନ୍ମାଦନା ରେ
ଓ ଦାମ୍ଭିକ ଗର୍ବ ସହିତ?
କେତେବେଳ ଯାଏଁ ରଙ୍ଗ ତା
ସପକ୍ଷ ରେ ରହିବ
କେତେବେଳ ଯାଏଁ ଶ୍ରେଣୀ
ରଖିବ ଅଲଗା ମଣିଷ ଠାରୁ
ମଣିଷକୁ?
କେତେବେଳ ଯାଏଁ ଜାତି କରିବ
ସାହସ କରିବାକୁ ବ୍ୟାଖ୍ୟା
ମାନବୀୟ ସ୍ୱାଦ
କେତେବେଳ ଯାଏଁ ଧର୍ମ
କରିବ ଅନାବୃତ ଓ ପ୍ରଜନନ
କରିବ ଘୃଣା ଓ ଲୋଭ?
କେତେବେଳ ଯାଏଁ ଜାତି ଖୋଲିବ ରହସ୍ୟ ମଣିଷ ଚେହେରାର
ଓ ନିର୍ଣ୍ଣୟ କରିବ ମଣିଷର ପବିତ୍ର
ଲାବଣ୍ୟ
କେଵେବେଳ ଯାଏଁ ମଣିଷ ରଖିବ
ଜଣେ ମଣିଷକୁ ଜେଲଖାନା ଭିତରେ?
କେତେବେଳ ଯାଏଁ ମଣିଷ ଆଦେଶ
ଚାଳନା କରିବ
ଜଣେ ମଣିଷର ରୁଚିକୁ
ତାର ପବିତ୍ର ଦୃଷ୍ଟି ନିମନ୍ତେ?
କେତେବେଳ ଯାଏଁ ଏକ ରାଷ୍ଟ୍ର
ନିର୍ଣ୍ଣୟ କରିବ ଆଞ୍ଚଳିକ ମାପ ରେଖା
ଓ ସୀମା ସମୂହ
ମଣିଷର ସୀମାହୀନ ପ୍ରେମ ପାଇଁ
ଓ ମୁକ୍ତ ଅନୁକମ୍ପା ପାଇଁ?
କେତେବେଳ ଯାଏଁ ମଣିଷ କରେ ଆବଶ୍ୟକ ରହିବାକୁ ପାଗଳାମି ର
କାଳ କୋଠରୀ ଭିତରେ?
କେତେ ସଂଖ୍ୟକ କ୍ଷମା ପ୍ରାର୍ଥନା ଓ
ତର୍କପ୍ରମାଣଗୁଡ଼ିକ
ମଣିଷର ପଳାୟନବାଦ ଓ ଭାଗ୍ୟ ବାଦ ନିମିତ୍ତ?
କେତେବେଳ ଯାଏଁ ମାନବତାବାଦ କରିବ ଆବଶ୍ୟକ ଆଶାବାଡ଼ି
ଅନିଷ୍ଟକାରୀ ନିୟତି ପାଇଁ?
କେତେବେଳ ଯାଏଁ ମାନବଜାତି
ଲୋଡ଼ିବ କରିବାକୁ ଅପେକ୍ଷା
ଦିବ୍ୟ ସ୍ୱାଧୀନତାର ସ୍ବର୍ଗୀୟ ଫାଟକ ସାମ୍ନାରେ ?
ଏହି ପ୍ରତ୍ୟୁଷ ଓ ଦିବସ ଦେଉ ଆଣି
ଦିବ୍ୟ ସମାଚାର
ଓ ଆଶାର ପବିତ୍ର କିରଣ
ଆଜି ଦିନଟି ହେଉ ବିଶ୍ୱର ସ୍ୱାଧୀନତା ଦିବସର ଦିନ
ତଥା ବୈଶ୍ୱିକ ମାନବଜାତିର ସ୍ୱାଧୀନତା ଦିବସ
[ The verse titled " 𝘐𝘕𝘋𝘌 𝘗𝘌𝘕𝘋𝘌𝘕𝘊𝘌 𝘋𝘈𝘠 "𝘤𝘰𝘮𝘱𝘰𝘴𝘦𝘥 𝘣𝘺 ©𝘉𝘩𝘢𝘨𝘪𝘳𝘢𝘵𝘩 𝘊𝘩𝘰𝘶𝘥𝘩𝘢𝘳𝘺 𝘰𝘯 𝘵𝘩𝘦 15𝘵𝘩 𝘈𝘶𝘨𝘶𝘴𝘵 2025 & 𝘵𝘳𝘢𝘯𝘴𝘭𝘢𝘵𝘦𝘥 𝘪𝘯𝘵𝘰 𝘖𝘥𝘪𝘢 𝘓𝘢𝘯𝘨𝘶𝘢𝘨𝘦 𝘣𝘺©𝘈𝘣𝘢𝘥𝘩𝘰𝘰𝘵 𝘗𝘢𝘯𝘥𝘢, 𝘊𝘶𝘵𝘵𝘢𝘤𝘬 ]
