STORYMIRROR

ABADHOOT PANDA

Classics

4  

ABADHOOT PANDA

Classics

ବୃକ୍ଷ କହେ

ବୃକ୍ଷ କହେ

1 min
5

ବୃକ୍ଷ କହେ
 •••••
ବୃକ୍ଷ କୁହେ ହେ ମଣିଷମାନେ କାଟନନି ମୋତେ ଯୋଗାଏ ମୁଁ ତୁମକୁ ଅମ୍ଳଜାନ ତମମାନଙ୍କର ଜୀବନକୁ ଯୋଗାଏ ଖାଦ୍ୟ ସ୍ବର୍ଗୀୟ ଭାବେ ମୋତେ ଶାନ୍ତିରେ ଦିଅ ବଞ୍ଚିବାକୁ ମୁଁ ହେଇଛି ଜନ୍ମ ପ୍ରତିଦିନ ତୁମର ନେବାକୁ ଜନ୍ମ ମୋର ଅମ୍ଳଜାନ ତୁମେମାନେ କରି ଶ୍ୱାସ ଗ୍ରହଣ ତୁମର ଜୀବନକୁ ଦୀର୍ଘାୟୁ କର ମହା ଆନନ୍ଦ ପୂର୍ବକ ମୁଁ ନିଏ ଯତ୍ନ ତୁମର ତୁମ ପରିବାରର ତୁମ ସାଥୀମାନଙ୍କର ଆନନ୍ଦରେ ତୁମେମାନେ ଦିଅ ମୋତେ ଜଳ ସୂର୍ଯ୍ୟ କିରଣ ପ୍ରେମପୂର୍ଣ୍ଣ ଭାବେ ସୃଷ୍ଟି କର ଏକ ସୁନ୍ଦର ସମାଜ ସୁଶୋଭିତ କରି ଏକ ସୁନ୍ଦର ପରିବେଶ ବଞ୍ଚି ରୁହ ଯେପରି ଈଶ୍ୱର ତୁମ ପାଇଁ ଇଚ୍ଛା କରିଛନ୍ତି ବାସ କର ସ୍ୱାସ୍ଥ୍ୟବାନ ହୋଇ ସହାନୁଭୂତି ଓ ଆନନ୍ଦ ଉତ୍ସବ ସହିତ ନଷ୍ଟ କରନା ମୋର ଗଣ୍ଡି ଶାଖା ପ୍ରଶାଖା ପତ୍ରଗୁଡ଼ିକ ହୁଅନା ପାପୀ ବିପଦଜନକ ଭାବେ ପ୍ରତ୍ୟହ ତୁମକୁ ମୁଁ ପାଏ ଭଲ ମନ ପ୍ରାଣ ଦେଇ ପାଅ ମୋତେ ଭଲ ନିଅ ମୋର ଯତ୍ନ ହାର୍ଦ୍ଦିକ ଭାବେ { The Verse Plant Says written by ©Vavroovahan Patra on 04.11.25 & translated into Odia language by© Abadhoot Panda } 


Rate this content
Log in

Similar oriya poem from Classics