STORYMIRROR

ABADHOOT PANDA

Others

4  

ABADHOOT PANDA

Others

ଅତି ମାନବ ସମାଜ

ଅତି ମାନବ ସମାଜ

2 mins
6

ଅତିମାନବ ସମାଜ 

°°°°°°°°°°°°°

ବିଭିନ୍ନତା ମଧ୍ୟରେ ଏକତା 

ହେଉଛି ସୃଷ୍ଟିର ମୂଳ ମନ୍ତ୍ର

ବସ୍ତୁ ସ୍ଥିତି କୁ ଆସେ

ଆଣବିକ ଏକତ୍ରୀକରଣ ଦ୍ୱାରା

ସୃଷ୍ଟି କରେ ଏକତା ଏକ ଜାଗତିକ

ନବୀନତ୍ୱ

ଏକତା ଘଟାଏ ଅଦ୍ଵିତୀୟ

ଜାଗତିକ ସାମର୍ଥ୍ୟ

ଏକତ୍ରୀକରଣ ଘଟାଏ

ବହିର୍ଗମନ ଅସାଧାରଣ କ୍ଷମତାର

ଅସ୍ତିତ୍ୱ ହୀନ ହୁଏ ଉଦ୍ଭବ ପୂର୍ବରୁ 

ଏକ ନୂତନ ଦ୍ରବ୍ୟ ସଦୃଶ

ବିଭିନ୍ନ ଅଂଶାବଳୀ ର ଏକତା

ସୃଷ୍ଟି କରେ ଏକ ବୃହତ୍ତର ଅସ୍ତିତ୍ୱ


ଗୋଟିଏ ନୂଆ ପ୍ରକାରର ଆଣବିକ

ଏକତା

ଆଣବିକ ଏକତାର ଏକ ନୂତନ ପ୍ରତିରୂପ ଆଣିଦିଏ ଅଗ୍ରୀମ ନବୀନତା

ସୃଷ୍ଟିକରି ପୂର୍ବରୁ କେବେ ବି ନଥିବା ଏକ ଅଭିନଵ କୃତ୍ରିମ ସାମଗ୍ରୀ

ନାନୋଟେକ୍ ସୃଷ୍ଟି କରୁଛି ଅଭିନଵ

କୃତ୍ରିମ ସାମଗ୍ରଗୁଡ଼ିକ

ସୃଷ୍ଟିପୂର୍ବକ ଆଣବିକ ଏକତା

ନୂତନ ପ୍ରତିରୂପ ଦ୍ୱାରା ସମ୍ପୂର୍ଣ୍ଣ ନିର୍ଭୁଲ

ଏହିପରି ମାନବୀୟ ସୃଜନଶୀଳତା

ଉନ୍ମୋଚନ କରିପାରିବ ସ୍ୱର୍ଗର ନୂତନ

ପ୍ରବେଶ ମାର୍ଗ


ଜାତି ବର୍ଣ୍ଣ ଓ ଜାତିମୂଳକ ପକ୍ଷପାତ 

କରିଛି ଆମକୁ ପୀଡ଼ିତ ଅନନ୍ତ କାଳ 

ପାଇଁ 

ବିଜ୍ଞାନ ଆସିଛି କରିବାକୁ ଉଦ୍ଧାର ଓ ବଞ୍ଚାଇ ବାକୁ ମାନବ ସମାଜ 

ମଣିଷ ହୋଇ ଏକ ଜାଗତିକ ଜ୍ଞାନ ଅଣୁଜୀବ 

ମଣିଷର ଅଛିକି ବୈଧ କାରଣ 

ବିଶ୍ୱାସ କରିବାକୁ ପାର୍ଥକ୍ୟବାଦ 

ବିଶ୍ୱାସ ଜାରିରଖିବାକୁ ଅନ୍ୟଥା 

କୌଣସି ବ୍ୟକ୍ତି ଉପରେ 

ଯେତେବେଳେ ଡ଼ି ଏନ ଏ ବିଶ୍ଳେଷଣ କହେ ମାନବଜାତି ଗୋଟିଏ 

ପୃଥକତା ବାଦ ଏକ ରହସ୍ୟପୂର୍ଣ୍ଣ ମାୟା

ବୈଶ୍ୱିକ ଏକତା ମାନବର 

କେଵଳ ଏକ କ୍ରମ ବିକାଶ ମୂଳକ 

ସମାଧାନ 


ଆରିସଟୋଟଲ୍ ପ୍ରାର୍ଥନା କରିଥିଲେ ମାନବଜାତିକୁ ଏହି ପରି କହି 

ସମ୍ପୂର୍ଣ୍ଣ ଟି ଏହାର ଅଂଶ ଗୁଡ଼ିକର ସମଷ୍ଟି ଅପେକ୍ଷା ବୃହତ୍ତର 

ସେହିପରି ମାନବଗଣ କରନ୍ତି ଆବଶ୍ୟକ

ଏକତ୍ର କରିବାକୁ ସେମାନଙ୍କ ମନ ଓ ହୃଦୟ 

କରିବାକୁ ସୃଷ୍ଟି ଏକ ବୃହତ୍ତର ବୈଶ୍ୱିକ ମାନବଜାତି 


ସେହପରି ଆମେ କରି ପାରିବା ସୃଷ୍ଟି 

ଏକ ଅଭିନଵ କୃତ୍ରିମ ସାମଗ୍ରୀ ଯାହାର ନଥିବ ଅସ୍ତିତ୍ୱ ପୂର୍ବରୁ ଆଣବିକ ଏକତା ଦ୍ୱାରା  

ବିଭିନ୍ନ ମାନବଜାତି କରେ ଆବଶ୍ୟକ

ହେବାକୁ ସମ୍ମିଳିତ ଏକ ଅସାଧାରଣ ଅତିମାନବସମାଜରେ

ମାନବ ଜାତି ଏକତ୍ରିତ ହୋଇ ଏକ ସମ୍ପୂର୍ଣ୍ଣ ସଦୃଶ ବୈଶ୍ୱିକ ଏକତାରେ

ସୃଷ୍ଟି କରି ଏକ ବୃହତ୍ତର ସ୍ବର୍ଗୀୟ ପୂର୍ଣାଂଶ ମିଶ୍ରିତ ସମ୍ପୂର୍ଣ୍ଣ ଐକ୍ୟ ଅତିମାନବ ସମାଜର


ଜ୍ଞାନ ପ୍ରଥା ପ୍ରାଚୀନ ଭାରତର 

ଘୋଷଣା କୃତ ଏତାଦୃଶ 

ଏକତ୍ରି କରଣ ମନ ଓ ହୃଦୟର 

ମାନବଗଣ ଙ୍କ ଏକ ରାଷ୍ଟ୍ରର 

କରେ ସୃଷ୍ଟି ସେମାନଙ୍କ ମଧ୍ୟରେ ଏକ ଜାଗତିକ ଚେତନାର ତାପରେ 

ପ୍ରାପ୍ତ କରି ପୃଥିବୀ କୁ କେବଳ ଆମର ଜାଗତିକ ଗୃହ ସଦୃଶ 

ଆମେ ହେବା ନିଶ୍ଚୟ ଏକତ୍ର

ଏକ ବୈଶ୍ୱିକ ପରିବାର ଭଳି

ପୃଥିବୀ ର ପରିବର୍ତ୍ତେ,

ସଂକୀର୍ଣ୍ଣ ମନା କୁହେ ସେଇଟା ମୋ

ପରିବାର ଏଇଟା ମୋ ପରିବାର

ଯେତେବେଳେ ଜ୍ଞାନୀ ବ୍ୟକ୍ତି କୁହନ୍ତି

ସମଗ୍ର ବିଶ୍ୱ ମୋ ପରିବାର

( ମହୋପନିଷଦ )

[ The poem METAHUMANITY written and clicked by ©Bhagirath Choudhary

on 7th Sept 2025 and it's  translation in Odia Language made by ©Abadhoot Panda ]




Rate this content
Log in