STORYMIRROR

ABADHOOT PANDA

Others

3  

ABADHOOT PANDA

Others

ଆଲୋକୋତ୍ସବ

ଆଲୋକୋତ୍ସବ

1 min
5

ଆଲୋକର ଉତ୍ସବ 

•••••••

ଆଲୋକୋତ୍ସବ ମନ ହୁଏ ମୁଗ୍ଧ

କରେ ପ୍ରାର୍ଥନା ଠାକୁରାଣୀ 

ମହାଲକ୍ଷ୍ମୀଙ୍କୁ ଭକ୍ତିପୂର୍ଣ୍ଣ ଭାବେ 

ଉପଭୋଗ କରେ ପ୍ରେମର ସୌନ୍ଦର୍ଯ୍ୟ

ଭକ୍ତି ଭାତୃତ୍ୱ ଆନନ୍ଦରେ


ଦୀପାଲୋକ କରି ଅର୍ପଣ

ସମର୍ପଣ କରେ ମୁଁ ନିଜକୁ

ମାତାଙ୍କ ପାଦ ତଳେ

ମାତା ଦିଅନ୍ତି ପ୍ରେରଣା

ଲେଖିବାକୁ କବିତା

ଆନନ୍ଦରେ


କହେ ମନୁଷ୍ୟଗଣଙ୍କୁ

ଅଗ୍ରସର ହେବା ପାଇଁ

ସତ୍ୟପଥେ

ପ୍ରେମପୂର୍ଣ୍ଣ, ସହାନୁଭୂତି ପୂର୍ଣ୍ଣ,

ଶାନ୍ତି ପୂର୍ଣ୍ଣ, ଭାତୃଭାବ ପୂର୍ଣ୍ଣ

ଓ ଆନନ୍ଦ ପୂର୍ଣ୍ଣ ଭାବେ l


[ Poem: Festival of Colors

Poet:© Vavroovahan Patra

Date: 20.10.2025

Odia Translator:  ©Abadhoot Panda.]





Rate this content
Log in