STORYMIRROR

Ranita Swain

Romance

2  

Ranita Swain

Romance

ବଞ୍ଚିବାର ବାହାନା

ବଞ୍ଚିବାର ବାହାନା

1 min
2.1K


ତୁମେ ଅଭିଯୋଗ କରୁଥିବ

ଆଉ ମୁଁ ଅଭିମାନ କରୁଥିବି

ମୁଁ ଦୋଷ ଦେଉ ଥିବି

ତୁମେ ହସି ହସି ସ୍ବୀକାର କରୁଥିବ

ମୁଁ ମନ ଭରି ଭଲ ପାଉଥିବି

ହେଲେ ତୁମେ ବୁଝୁ ନଥିବ

ତୁମେ କହି ପାରୁ ନଥିବ ||


ମୁଁ କିନ୍ତୁ ତୁମ ଭଲ ପାଇବା କୁ ବୁଝି ପାରୁଥିବି

ମୁଁ ଋଷୁଥିବି

ତୁମେ ରାଗୁଥିବ

ଦୁହେଁ ଦୁହିଁଙ୍କୁ ମନଉ ଥିବା

ଏମିତି କଟି ଯାଉଥିବ ଦିନ

ଏଇତ ଜୀବନ....ଆଉ ବଞ୍ଚିବାର ବାହାନା ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance