Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Shiba Prasad Tripathy

Inspirational

5.0  

Dr. Shiba Prasad Tripathy

Inspirational

ବଂଧୁତାର ପଥ (ତିନି)

ବଂଧୁତାର ପଥ (ତିନି)

1 min
6.8K


ଆସ !

ଦଲକାଏ ପବନ

ହେଇ ବହିଯିବା

ହୃଦୟକୁ ହୃଦୟ ସହ

ଯୋଡିଦେଇ

ଶିରା-ପ୍ରଶିରାର

ପ୍ରତି ରକ୍ତ କଣିକାରେ

ବନ୍ଧୁତାର ଚିତ୍ର ଆଙ୍କି ଦେବା

କାଳରୁ କାଳାନ୍ତର

ଅନନ୍ତ କାଳ ଯାଏ

ଆଲୋକର ପଥେ

ପାଦ ବଢାଇବା !

ଡଃ ଶିବ ପ୍ରସାଦ ତ୍ରିପାଠୀ

ସ୍ମୃତି ନିଳୟ,ଉଦୟ ନଗର

ଷ୍ଟେସନ ରୋଡ,ବଲାଙ୍ଗୀର (ଓଡିଶା)


Rate this content
Log in

Similar oriya poem from Inspirational