STORYMIRROR

Akankshyamayee Dash

Inspirational

3  

Akankshyamayee Dash

Inspirational

ଯାତ୍ରା

ଯାତ୍ରା

1 min
309

କାଳିଆ ଆସିବ ରଥ ଯାତରାରେ ଭାଇ ଭଉଣୀଙ୍କୁ ନେଇ 

ନବ ଯୌବନରେ ଦେଇ ଦରଶନ,ରତ୍ନ ସିଂହ ସନେ ଥାଇ, ଆହା ମୋ କାଳିଆ ଗୋସାଇଁ ।

ସତ୍ୟ ପଥ ଯାତ୍ରା ସ୍ୱର୍ଗ ଦୁଆରକୁ ମିଥ୍ୟା ନରକକୁ ନିଏ 

ଅସତ୍ୟର ଯଦି କାର୍ଯ୍ୟ କରୁଥିବ, ଆହା ନ କହିବେ କିଏ ।।

ଗା ମୁଣ୍ଡରେ ଶିବ ମନ୍ଦିର ଶୁଭଇ ଶଙ୍ଖ ଭେରୀ 

ଗାଈ ପାଲଟି ଫେରନ୍ତି ଘରେ ଉଡ଼ାଇ ଦାଣ୍ଡ ଧୂଳି 

ପାହାଡ଼ ଉହାଡେ ସୂରୁଜ ଦେବ 

ଯାଆନ୍ତି ଅସ୍ତ ହୋଇ,ସେହି ସମୟେ ଆମ ଗାଆଁକୁ ସଞ୍ଜ ଆସେ ନଇଁ ନଇଁ

ନଇ ତୁଠରେ ସୂରୂଜ ବୁଣେ ତାର ରକ୍ତିମ ଆଭ।

ସୁଲୁସୁଲିଆ ପବନ ବାଜି ମନକୁ କରେ ଲୋଭା 

ଅସତ୍ୟର ବାଟ ଅଙ୍କ।ବଙ୍କ। ରାସ୍ତା 

ଯେଉ ନର ପାଦ ଦିଏ,

ଅମାପ ଧନର ସେ ବ୍ୟକ୍ତି ହେଲେ ବି 

ଯଶ ଖ୍ୟାତି ଚାଲି ଯାଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational