Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Kumar Swain

Tragedy

3  

Tapan Kumar Swain

Tragedy

ବନ୍ଧୁ

ବନ୍ଧୁ

1 min
382


ଦୁନିଆ ରେ ମୋର ଲୋଡ଼ା ନାହିଁ କିଛି

ହୀରା,ନୀଳା, ଘୋଡା,ହାତୀ,

ଲୋଡ଼ା ମୋର ଖାଲି ଜଣିଏ ମାତର

ଅତି ଆପଣାର ସାଥି ।


ବିପଦ ବେଳରେ ଥିବ ଯଦି ମୋର

ଭଲ ବନ୍ଧୁଟିଏ ସାଥେ,

କାହିଁକି ଡରିବି ଦୁରୁଗମ ପଥ

ଚାଲିବାକୁ ଦୂର ଯେତେ ।


ଅବାଟରେ କେବେ ଚାଲିଗଲେ ମନ

ଶୁଣାଇ ଧରମ କଥା,

ପାଶେ ପାଶେ ଥିବ ବିପଦ ବେଳରେ

ଧରି ସମ୍ପଦର ଛତା ।


ସ୍ନେହ ଶରଧାର ସିଏ ଗୋଟେ ଶାଖା

ତା'ଛାଇରେ ମିଳେ ସୁଖ,

ତା'ପାଖରେ ସବୁ ବଖାଣି ବସିଲେ

ଘୁଞ୍ଚିଯାଏ ଯେତେ ଦୁଃଖ ।


ଯେତେ ଥିଲେ ଥାଉ ବୁଦ୍ଧି ଅବା ବଳ

ଅସ୍ତ୍ର,ଶସ୍ତ୍ର,ଜ୍ଞାନ,ଧନ,

ଅସଲ ବେଳରେ ସବୁ ହଜିଯିବ

କିଛି ରହିବନି ସନ ।


ତେବେ ଆସ ଭଲ ବନ୍ଧୁଟେ ଖୋଜିବା

ସୁଖ,ଦୁଃଖ ବାଣ୍ଟିବାକୁ,

ବନ୍ଧୁ ଠାରୁ ଭଲ ସମ୍ପତ୍ତିବା କା


Rate this content
Log in

Similar oriya poem from Tragedy