Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhashree Bhattamisra

Inspirational

4.0  

Sudhashree Bhattamisra

Inspirational

ବିସ୍ପୋରଣ

ବିସ୍ପୋରଣ

1 min
181


ଅନିୟନ୍ତ୍ରିତ ଜୀବନଟା କାହିଁକି ଯେ

ଉଛୁଳି ଉଠେ, ବିନା କାରଣରେ

ବନ୍ୟା ଏବେ ସବୁଠି

ପ୍ରେମରେ, ପ୍ରତାରଣାରେ

ସମ୍ପର୍କରେ, ଜୀବନରେ

ଏଠି ସେଠି ହାଟରେ ବଜାରରେ

ପ୍ରତିଟି ଗଳି କନ୍ଦିରେ

ଅନିୟନ୍ତ୍ରିତ, ଜୀବନଟା ହିଁ ବନ୍ୟା

ଉପଯୁକ୍ତ ବୁଝାବଣାର ଅଭାବରେ

ସଂଯମତାର ଅଭାବରେ

ସତ୍ୟର ପରିପ୍ରକାଶ ହିଁ ବନ୍ୟା

ସତ୍ୟର ପରିପ୍ରକାଶ ହିଁ

ବୋମା ବିସ୍ପୋରଣ ।


Rate this content
Log in

Similar oriya poem from Inspirational