STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଭିନ୍ନ ଦୃଷ୍ଟିଭଙ୍ଗୀ,,,,,,,,,,,,

ଭିନ୍ନ ଦୃଷ୍ଟିଭଙ୍ଗୀ,,,,,,,,,,,,

1 min
246


ମଣିଷ ଜୀବନ ଭଗବାନଙ୍କ

 ଆଶ୍ରିବାଦର ଦାନ

କୋଟି କୋଟି ପୂଣ୍ୟର ଫଳ

ତତ୍ ଅନୁଯାୟୀ ଦୃଷ୍ଟି ଭଙ୍ଗୀ

  ଭିନ୍ନ ଭିନ୍ନ

ସବୁ ମଣିଷ ନଥାନ୍ତି ଏକସମ

ଅନ୍ତର୍ନୀହିତ ଗୁଣାବଳୀ

 ଥାଏ ଭିନ୍ନ ଭିନ୍ନ ଗଠନ

ଦଇବ ଦତ୍ତ ପରିପାଟିର 

  ତାରତମ୍ଯ

କରେ ଦୃଷ୍ଟି ଭଙ୍ଗୀର ନିୟନ୍ତ୍ରଣ

   ଭାବର ମାଧ୍ୟମ

ଦୃଷ୍ଟି ଭଙ୍ଗୀରେ ଯିଏ

ଦେଖଇ ଯେମନ୍ତ

 ତଦ୍ ଅନୁଯାୟୀ ଵାକ୍ଯ

କଥା କହିବାର ଶୈଳୀର

ଦୃଷ୍ଟି ଭଙ୍ଗୀ ହୁଅଇ

   ପ୍ରତିପାଦିତ

ଦୃଷ୍ଟି ଭଙ୍ଗୀ ଅନୁଯାୟୀ ମୂଖରୁ

  ସ୍ଫୁରଇ ବାକ୍ଯବାଣ

କେଉଁ ପରିବେଶରେ

 ହୁଅଇ ଗ୍ରହଣ କେଉଁଠି ହୋଇଥାଏ ହୀନିମାନ

ଏଇତ ଭିନ୍ନ ଦୃଷ୍ଟି ଭଙ୍ଗୀ

 ମାନ ନିଦ୍ଧାରଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational