STORYMIRROR

Surjyakanta Dash

Inspirational

3  

Surjyakanta Dash

Inspirational

ଲକ୍ଷ୍ୟ

ଲକ୍ଷ୍ୟ

1 min
242


ଲକ୍ଷ୍ୟ ମୋହର ଦେଖାଅ ମୋତେ,

ଏହି ଦୁଇ ଆଖି ମୋର ସଢୁଛି କେତେ।।

ନାହିଁ ନାହିଁ ବୋଲି କରୁଛି ମୁହିଁ,

ଅବାଟର ପଥ ଦେଖାଅ ନାହିଁ ।।

ଜୀବନ ଯାକର ଯେତେ କଥା ଅକଥା,

ଲେଖି ଯିବି ମୁହିଁ ନାହିଁ ମୋ ବ୍ୟଥା ।।

ପଢ଼ିବା ଲୋକର ହେଜିବ ଜ୍ଞାନ,

କଲମ ମୁନକୁ କରି ଅଛି କମାଣ ।।

ହେଉ ଅବା କେଉଁ ଶିଳ୍ପ ଶିଳ୍ପୀର କଥା,

ଜୀଅନ୍ତା ମଣିଷ ସଙ୍ଗେ ଲଢିବ ମୋ କବିତା ।।

ସମାଜର ଯେତେ ସଂସ୍କାର ଓ କୁସଂସ୍କାର,

ପଥ ପ୍ରଦର୍ଶକ କବିତା ଲକ୍ଷ୍ୟ ହେଉ ଆମର ।।

ଯେତେ ଦିନ ଜଳୁଥିବ ଏ ଜୀବନ ପ୍ରଦୀପ,

ସେତେ ଦିନ ଆମ କବିତା ହେଉ ପଥ ପ୍ରଦର୍ଶକ ।।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational