STORYMIRROR

Pinku Ranbida

Inspirational Others

3  

Pinku Ranbida

Inspirational Others

ଭାରତ୍ ଦେଶ୍ କେଭେ ଏକ୍ ହେବା

ଭାରତ୍ ଦେଶ୍ କେଭେ ଏକ୍ ହେବା

1 min
269

ମୋର୍ ଦେଶ୍ ନାଇପାରେ କାଏଁ ବଦିଲି 

କେଭେ ଆଉ ଉଁକିଆ ହେବା,

ଭାରତ୍ ଦେଶ୍ ମୋର୍ ଏକ୍ ହେବା

ମୁନୁଷ୍, ମୁନୁଷ୍ ଭିତ୍'ରେ ଛୁଆ ଛୁତ୍ ଛାଡି

ଭାଇ, ବହେନ ଲେଖେ ମିଶି ରହେବା ?


ଜାଏତ୍ ଭିନ୍ ଭିନ୍ ମୁନୁଷ୍ ଗୁଟେ 

ରକତ୍ ଭିନ୍ ଭିନ୍ କଲର୍ ଗୁଟେ,

କାଏଁଜେ ମୁନୁଷ୍ ମୁନୁଷ୍ କେ ଆଜି

ଜାଏତ୍,ପାଏତ୍ ଥି ଘାଟି ମାରେ ।  


କେତେ ଦିନ୍ ମୁନୁଷ୍ ,ମୁନୁଷ୍ କେ ଡରଉଁଥିବା

ଛୋଟ ଜାଏତ୍ ,ବଡ୍ ଜାଏତ୍ କହୁଥିବା,

ରାସ୍ତା,ଘାଟ୍,ପାଏନ୍ ଲାଗି

ମୁନୁଷ୍ କେ, ମୁନୁଷ୍ ହିନିସ୍ତା କରୁଥିବା ।  


କେତେ ଯୁଗ୍ ଗଲାନ ବଦିଲି

ପୁରାନ୍ ପାଠ୍ ଛାଡି଼କରି ,ବିଞାନ୍ ଆଏଲାନ୍ ଚାଲି,

କାଏଁଜେ ମୋର୍ ଭାରତ୍ ଦେଶେ 

ଜାଏତ୍ ପାଏତ୍ ଥି ହେଉଛେ ଗୁନ୍ଧୁଲେଇ ।  


ମୁନୁଷ୍ କେ ମୁନୁଷ୍ ଆଏଜ୍ ଭି

 ଲାଏଜ୍ ,ଲୁଜୁନା କରୁଛନ୍,

ନୂଆ ଯୁଗେ ଭି ମୁନୁଷ୍ କେ, ମୁନୁଷ୍ ମାନେ

 ହିନମାନ୍ ଭାବିକରି ଖରାପ ନଜରେ ଦେଖୁଛନ୍ ।


ତେତିଷ୍ କୋଟି ମହାପୁରୁ ପରେ ଏକ୍ ଆଏଁ

ମୁନୁଷ୍ କାଏଁଜେ ନାଇଁ ହେବାର୍ ଏକ୍,

ମୁନୁଷ୍ କେ ମୁନୁଷ୍ ହିନିସ୍ତା କରୁଛେ

ଭାରତ ଦେଶ୍ ନାଇଁ ହେଇପାରେ କାଏଁ ଏକ୍ ?



Rate this content
Log in

Similar oriya poem from Inspirational