STORYMIRROR

Dipti lekha Mishra

Action

3  

Dipti lekha Mishra

Action

ବିଶ୍ବ ର ହଜିଛି ନିଦ

ବିଶ୍ବ ର ହଜିଛି ନିଦ

1 min
11.5K

ଇଏ କି ରୋଗ ଆସିଲା ଧରାରେ

ସାରା ବିଶ୍ବ ଆଜି ଥରହର

ତଥାପି କେହି ଡରିବା ନାହିଁ ହେ ଜନେ

ମୂକାବିଲା କରିବା ସେ ରୋଗର ॥


ଭୂତାଣୁ ହେଉ କି ସେ ପରମାଣୁ ବୋମା

କିଛି କରିପାରିବନି କାହାର

ସଫାସୁତୁରା ରହି ସାମାଜିକ ଦୂରତ୍ୱରେ

ପତ୍ତା ଲିଭିଯିବ ତାର ॥


ତାସ୍ ଖେଳ ଏବେ ଏତିକି ଥାଉ ଭାଇ

ଗୋଷ୍ଠୀ କରି ନ ହୁଅ ଠିଆ

ଏ ରୋଗ ଆମକୁ ଛୁଇଁବା ଆଗରୁ

କବାଟ କିଳି ତୁ ରହି ଥାଆ ॥


କିହା ଘରେ ତୁହି ପଶେ ନାହିଁ ଏବେ

ବନ୍ଧୁ ଚାରା ମାଧ୍ୟମରେ

ହାତ ଯୋଡି ଦୂରୂ କର ନମସ୍କାର

ହସ ଖେଳିବ ପୁଣି ବିଶ୍ୱରେ ॥


ଏ ଦୁଃଖ ଘଡି ଟା ଅଳପ ସମୟ ରହିବ

ଧୈଯ୍ୟ ଧରି ଟିକେ ରହ

ଆମଠାରୁ ବଳି ସିଏ ଯାଇପାରିବନି ସତେ

ନିଜକୁ ଟିକେ ସତର୍କ ଶିଖାଅ ॥


Rate this content
Log in

Similar oriya poem from Action