Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Mohapatra

Abstract Inspirational

3  

Prabhas Mohapatra

Abstract Inspirational

ବିଶ୍ଵ ପରିବେଶ

ବିଶ୍ଵ ପରିବେଶ

1 min
77



ପରିବେଶ ଆମ ଅଟଇ ଜୀବନ

ପ୍ରକୃତି ଆମର ମାଆ ।

ସେହେଲେ ସୁରକ୍ଷା ଆମେ ହେବୁ ରକ୍ଷା

ଚାଲିବ ଜୀବନ ନାଆ ।।

ତାହାରି ସୁରକ୍ଷା ପ୍ରଥମ କର୍ତ୍ତବ୍ୟ

ସେଥିଲେ ଆମେରେ ଥିବୁ ।

ହେଲେ ସେହି ନଷ୍ଟ ହୋଇବ ବିନାଶ

ଜୀବ ଜଗତର ସବୁ ।।

ହେଲେ ପରିବେଶ ବିଶୁଦ୍ଧ ସରସ

ମଣିଷ ସୁସ୍ଥ ହୋଇବ ।

ନିରୋଗ ଜଗତ ସୁସ୍ଥ ଭବିଷ୍ୟତ

ସମାଜ ଗଠନ ହୋଇବ ।।

ନିତ୍ୟ କର୍ମରେ ଆମରି ଗଛରେ

ବୃକ୍ଷ ର ଯତନ ନେବା ।

ଜନ ପିଛା ଏକ ପିଲାରୁ ବୟସ୍କ

ବୃକ୍ଷ ରୋପଣ କରିବା ।।

ଆଜିଠୁ ଆସରେ ସଭିଏଁ ମିଳିରେ

ନେବାରେ ଗୋଟିଏ ଦୀକ୍ଷା।

ଚତୁର୍ପାଶ୍ଵ ସଦା ସୁନ୍ଦର ରଖିବା

ଦେବାରେ ସଭିଙ୍କୁ ଶିକ୍ଷା ।।

   


Rate this content
Log in

Similar oriya poem from Abstract