STORYMIRROR

ସୁରେନ୍ଦ୍ର ମିଶ୍ର

Inspirational

3  

ସୁରେନ୍ଦ୍ର ମିଶ୍ର

Inspirational

ବୀର ସଂଗ୍ରାମୀ

ବୀର ସଂଗ୍ରାମୀ

1 min
141

ଜାଗହେ ନବୀନ ଭାରତର ସନ୍ତାନ

ଆସିଛି ଶୁଭଲଗନ ,

ମୁକ୍ତ ଭାରତର ଅଗଷ୍ଟ ପନ୍ଦର  

ଆଜି ଅଟେ ପରା ଜନ୍ମ ଦିନ,

ଜୟ ତୁମେ ମହାନ ଆତ୍ମା

ମନେ ପଡେ ଆଜି ସେହି ବୀର ପୁରୁଷ ଙ୍କ 

ଅପୂର୍ବ ଗୌରବ ର ଗାଥା,

କେତେ କାରାବରଣ,କେତେ କଷ୍ଟ ସହି 

ଦେଇଥିଲେ ଚିର ଦିନ ପାଇଁ ସ୍ୱାଧୀନତା,

 ତାଙ୍କ ପ୍ରାଣ ପ୍ରତିଦାନ ଦେଇଥିଲେ 

ଆମକୁ ପରାଧୀନତା ରୁ କରିଥିଲେ ମୁକ୍ତ  

ଅହିଂସା କୁ ବ୍ରହ୍ମା ଅସ୍ତ୍ର କରି କରିଥିଲେ ଶାନ୍ତିରଚୁକ୍ତି,

ଅହିଂସା କୁ ବ୍ରହ୍ମା ଅସ୍ତ୍ର କରି

ଇଂରେଜ ମାନଙ୍କର କରିଲେ ଶିରଚ୍ଛେଦ,

ବନ୍ଧୁକ ଗୁଲିକୁ ଛାତିପତେଇ 

ଦେଖେଇ ଦେଲେ ବୀରତ୍ବର ତେଜ,

କାଳ କାଳ ଯଶ ରଖିବ ତୁମ ଭାରତ ମାତା..

କୋଟି କୋଟି ପ୍ରଣାମ ତୁମକୁ ମହାନ ଆତ୍ମା...

ଜୟ ଭାରତ ମାତା, ଜୟ ହିନ୍ଦ୍, ଜୟ ହିନ୍ଦ୍ ଜୟ ହିନ୍ଦ।


                  

                 


Rate this content
Log in

Similar oriya poem from Inspirational