Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Horror Tragedy Crime

3  

Satyanarayan Sahoo

Horror Tragedy Crime

ଭୁତ ଗାଁ

ଭୁତ ଗାଁ

1 min
141



 ଭୟଙ୍କର ଦୃଶ୍ୟ ରାଜି ଉପଭୋଗ କରି

ନବ ରୋମାଞ୍ଚ ରେ ମନ ଉଠଇ ଶିହରୀ ।


ସନ୍ଧ୍ୟା ହେଲା ବେଳ ଠାରୁ ରାତ୍ର ଶେଷ ଯାଏ

ପରି ତ୍ୟାକ୍ତ ଗ୍ରାମ ଟିର ଗୃହ ମାନଙ୍କରେ ।


ଭୁତ ପ୍ରେତ ପିଶାଚ ଡାହାଣୀ ମାନେ ଯାଇ

ଦିଅନ୍ତି ଆପଣା ଆଡ୍ଡ। କୁ ରଙ୍ଗେ ଜମାଇ । 


ଦପ ଦପ ମିଞ୍ଜି ମିଞ୍ଜି ଜଳି ଉଠେ ଆଲ 

ଘୋଅ ଘୋଆ ଘନ ଘନ ଶୁଭେ କୋଳାହଳ ।


ବାଜଇ ଶିବ ତାଣ୍ଡବ ଡମ୍ବରୁ ଶବଦ

ଭୁତ ପ୍ରେତ ଡାହାଣୀ ଙ୍କ କିଳିକିଳା ନାଦ ।


ନିକିଳୀ ସଞ୍ଚ।ରେ ତୀବ୍ର ଭୀତି ଘୋର ତର

ଭାସି ଆସେ ଧୀରେ କେତେ କାନ୍ଦଣା ର ସ୍ୱର ।


ପଶୁ ପକ୍ଷୀ କୀଟ ଧ୍ଵନି ପ୍ରତିଧ୍ଵନି ତାନେ

ତୀବ୍ର ତର ହୋଇ କ୍ରମେ ସୁଭଇ ସେ ସ୍ଥାନେ ।


କିନ୍ତୁ ଦିନେ ସୂର୍ଯ୍ୟାଲୋକେ ଫାଙ୍କା ଜାଗା ଦିଶେ

ଭୁତ ପ୍ରେତ କିଛି ସୁଦ୍ଧା କେଉଁଠି ନ ଦିଶେ ।



Rate this content
Log in

Similar oriya poem from Horror