STORYMIRROR

Prafulla Kumar Tripathy

Classics

2  

Prafulla Kumar Tripathy

Classics

ଭଞ ବିହାର

ଭଞ ବିହାର

1 min
141

ବେଣିକି ହଲାଇ

ବହିଧରି କେବେ

ବହିକୁ ବାଉଳେ ବେଣୀ

ବାଉଳା ବାଉଳି ସରିଗଲେ

ପ୍ରେମ ହୁଏ ନାଗଫେଣି

କଲେଜ ଝିଅଙ୍କ ରାଣୀ

ଏଇ ରାଣୀ ପଛେରେ

କଲେଜ ଟୋକାଙ୍କ ଚାହାଣି

ବସନ୍ତର ଡାକ ବରଷଯାକରେ

କୃୃୃୃୃୃୃୃୃୃୃୃୃଷ୍ନଚୁଡା ଫୁଲ ହସେ

ବହିରେ,ଚିଠିରେ,ଓଠରେ,ଆଖିରେ

ବାାରମାସ ପ୍ରେମ ରସେ

ଦେଖା ନଯାଏ ଭଞବିହାରେ କିସେ

ସପନେ,ଗୋପନେ ଏସବୁ ମନରେ

ଭଞ ବିହାରେ ଖଟି ବସେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics