ଭଙ୍ଗା ହୃଦୟ
ଭଙ୍ଗା ହୃଦୟ
କଲମ ଧରି କି ବସିଥିଲି ଦିନେ,
ଚିଠି ଲେଖି ବାର ଆଳରେ,
ଲେଖିବି ଲେଖିବି ହେଉଥିଲି ସିନା,
ଲେଖି ପାରିଲିନି ସତରେ,
କାରଣ,
ସ୍ଯାହି ବି ନ ଥିଲା ସଖୀ,
ମୋର ଝର କଲମର ମୁନରେ ।
ସ୍ଯାହି ବଦଳରେ ଆଖିର ଲୁୁୁହକୁ,
ଦେଲି କଲମରେ ଭରି,
ଲେଖିଦେେଇ ଥିଲିି ଭଙ୍ଗାା ମନ କଥା,
ଛାତିକୁ ପଥର କରି,
କିନ୍ତୁ,
ହସି ହସି ତୁମେ ଚିିିିଠିକୁ ନ ପ,ଢି
କାହିଁ ପାଇଁ ଦେଲ ଚିରି?
ଚିଠି ଚିରି ନାହଁ ହୃଦୟ ଚିିିିରିଲ,
କେଉଁ ଭୁଲ ଥିଲା କୁହ,
ଥରେ କହିଥିଲେ ନିଜେ ଚିରିଥାନ୍ତି,
ହୃଦୟକୁ ମୋର ସତେ,
ଦେଖି ଥାନ୍ତ ପ୍ରିିୟା ହୃଦୟକୁ ଭିିତରେ
ତୁମେ ହିଁ ତ ରହିଥିଲ ।
