STORYMIRROR

Tapan Dixit

Inspirational

2  

Tapan Dixit

Inspirational

ଭାବ ସାଗର

ଭାବ ସାଗର

1 min
14.5K


ମରଣ ବେଳରେ ତୁଣ୍ଡ ଜପୁଥାଉ

'ହରେ କୃଷ୍ଣ ହରେ ରାମ'

ମୁଣ୍ଡ ପରେ ଥାଉ ତୋ ଛଡା ତୁଳସୀ

ଆଖିରେ ତୋ ରୂପ ଶ୍ୟାମ,

ଚକାଆଖି ଥାଉ ପଲକେ ମୋ ଲୁଚି

ନିଶ୍ୱାସେ ଚନ୍ଦନ ବାସ

କୋକେଇ ଯାଇ ତୋ ସିଂହ ଦ୍ୱାରଦେଇ

ସ୍ୱର୍ଗଦ୍ୱାରେ ହେଉ ଶେଷ ,

ପ୍ରାଣ ଛାଡି ଘଟୁ ତୋ ଦେହରେ ମିଶୁ 

ଏହି ଅଳି ପୀତବାସ।।

ତପନ ଦୀକ୍ଷିତ(ବେଳାଭୂମି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational