STORYMIRROR

Preeti padma Dash

Tragedy Inspirational

3  

Preeti padma Dash

Tragedy Inspirational

ବାପା

ବାପା

1 min
391

ଧନ୍ୟ ପ୍ରଭୁ ଧନ୍ୟ ଏ କି ବିଚିତ୍ର ଲୀଳା ତୁମ୍ଭର 

    ସୁନା ରୁପା ମୋତି ମାଣିକ ନାହିଁ ତା ସମାନ୍ତର

ସେ ଅଟନ୍ତି ଗୃହ କର୍ତ୍ତା ବାପା ନିଜର

   ସୁପୁତ୍ର ପାଇଁ ସାଜନ୍ତି ସେ କେତେବେଳେ ଅର୍ଦ୍ଧନାରୀ

ତ କେତେବେଳେ ରାସ୍ତା କଡ଼ର ଅସହାୟ ଭିକାରୀ

   ତଥାପି କମେନି ବାପା ପ୍ରତି ପୁଅର ଅ°ହକାରୀ

ଦେଇ ନପାରନ୍ତି ତୁମକୁ ଉଚ୍ଚ ମାନର ଜିନିଷ

   ହେଲେ ଆଜି ତୁମେ ବଞ୍ଚିଛ ପାଇ ତାଙ୍କରି ଆଶିଷ

ଦିଅନା ତାଙ୍କୁ ଦୋଷ ଏତିକିରେ ହୁଅ ତୁମ୍ଭେ ସନ୍ତୋଷ

   ବାପା କେଡେ ମହାନ ଘରର ଦାୟିତ୍ୱ କରନ୍ତି ବହନ

ନା ହୁଏ ନିଦ ନା ଭୋକ ରୁହନ୍ତି ସେ ଅନଶନ 

   କିନ୍ତୁ ସୁନ୍ଦର କରି ଗଢ଼ନ୍ତି ତାଙ୍କ ପୁଅର ଜୀବନ

ମୁଣ୍ଡର ଝାଳ ତୁଣ୍ଡରେ ପୋଛି ପଢ଼ାନ୍ତି କରି ଶ୍ରମ

   ଭଲ ପାଠ ପଢିକି ରଖିବା ଆମେ ତାଙ୍କରି ନାମ

ଏହା ଅଟଇ ସଭିଙ୍କର ପରମ ଧର୍ମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy